Browsing Category
ଅନ୍ୟାନ୍ୟ
ସିପସରୁବାଲିରେ ଜବରଦଖଲ ଉଚ୍ଛେଦ
ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀକ୍ଷେତ୍ରର ନବକଳେବର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଓ!-->…
ନୂଆ ଭାରତରେ ଦୁର୍ନୀତିର ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ
ପ୍ୟାରିସ: ଲୋକସଭା ନିର୍ବାଚନରେ ଯେଉଁ ଜନାଦେଶ ମିଳିଛି ତାହା କେବଳ ସରକାର ଗଠନ ପାଇଁ ନୁହେଁ, ବରଂ ଏକ ନୂଆ ଭାରତ ଗଠନ ପାଇଁ ଉଦ୍ଦିଷ୍ଟ ।!-->…
ରାସ୍ତାରେ ପ୍ରସବ : ବାଟରେ ଯାଉଥିବା ଡାକ୍ତର ଚିକିତ୍ସା କଲେ\n
ବ୍ରହ୍ମପୁର,(ବି.ବି.ନ୍ୟୁଜ୍ା): ରାସ୍ତାରେ ପ୍ରସବ । କୌଣସି ଦୁର୍ଗମ ଅଞ୍ଚଳ ନୁହେଁ, ବ୍ରହ୍ମପୁର ସହରରେ, ବଡ଼ ଡାକ୍ତରଖାନା ନିକଟରେ ଏହା!-->…
ଝାଡ଼ଖଣ୍ଡରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ଆରମ୍ଭ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ବ୍ୟବସ୍ଥା । ରାଜ୍ୟବାସୀଙ୍କ ପରିବେଶ!-->…
ସରକାର ଛାତ୍ରଛାତ୍ରୀଙ୍କ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି:…
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନକୁ ବାତିଲ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏକଛତ୍ରବାଦୀ!-->…
ଛାତ୍ର ସଂସଦ ନିର୍ବାଚନ ବାତିଲ୍ ପ୍ରସଙ୍ଗ:ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ…
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବାତିଲ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ!-->…
ନୂଆ କମିଶନରଙ୍କ ନୂଆ ପ୍ଲାନିଂ:ତାଲିମ ନେବେ ଥାନା କର୍ମଚାରୀ
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଟ୍ୱିନ୍ସିଟିର ପୁଲିସ୍ କମିଶର ଡ. ସୁଧାଂଶୁ ଷଡ଼ଙ୍ଗୀ ଲୋକଙ୍କ ନିକଟତର ହେବାକୁ ନୂଆ ଯୋଜନା ଆରମ୍ଭ!-->…
ଜଗନ୍ନାଥଙ୍କ ସେବା ଭାବି ସହଯୋଗ କରନ୍ତୁ :ନବୀନ
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଆବେଗ!-->…
ନବକଳେବର ପାଇଁ ୫୦୦ କୋଟି
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦୁଇ ବର୍ଷରେ ବଦଳିଯିବ ପୁରୀ ସହରର ଚେହେରା । ଦେଖିଲେ ଲାଖିଯିବ ଆଖି । କେଉଁଠି ଅତ୍ୟାଧୁନିକ ଟ୍ରମ୍ପେଟ୍!-->…
ଚିଦାମ୍ବରମ୍ଙ୍କ ଗିରଫ ମାମଲା:ସୋମବାର ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରୁଜୁ ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା!-->…

