Browsing Category
ଅନ୍ୟାନ୍ୟ
୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ
କରଞ୍ଜିଆ : ମୟୁରଭଞ୍ଜରେ ଲଜ୍ଜା। ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ। ରରୁଆଁ ଥାନା!-->…
ଟ୍ରେନ୍ ଧକ୍କାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତୁ୍ୟ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ରେଳପଥ କଡରେ ପ୍ରାତଃଭ୍ରମଣ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କାଳ ହୋଇଛି । ଆଜି ଏଭଳି!-->…
ଗୁଳି ବିନିମୟ ପରେ ପହଞ୍ଚିଲେ ଡିଜିପି
ମାଲକାନଗିରି,(ବି.ବି.ନୁ୍ୟଜ୍): ତୁଳସୀ ପାହାଡରେ ମାଓ ଅପରେସନ ବେଳେ ମଙ୍ଗଳବାର ପୁଲିସ୍ ଗୁଳିରେ ନିହତ ହାଇଥିବା ୩ କ୍ୟାଡର୍ ମାଓବାଦୀଙ୍କ!-->…
ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସଂପନ୍ନ
କଳାହାଣ୍ଡି,(ବି.ବି.ନୁ୍ୟଜ): କଳାହାଣ୍ଡିର ଅଧିÂାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ବୁଧବାର ଭକ୍ତିପୂର୍ଣ୍ଣ!-->…
ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ବିବାଦ
ରାୟଗଡ଼ା,(ବି.ବି.ନୁ୍ୟଜ): ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦଳରେ ଫାଟ ବଢ଼ିବାରେ!-->…
ରାମଚନ୍ଦ୍ର ଓ ଚନ୍ଦ୍ରମା ପାଉନାହାନ୍ତି ଭତ୍ତା
ଜୟପୁର,(ବି.ବି.ବୁ୍ୟରୋ): ଭତ୍ତା ପାଇବାକୁ ସେମାନେ ସଂପୂର୍ଣ୍ଣ ଯୋଗ୍ୟ । ତଥାପି ମିଳୁନି ଭତ୍ତା । ବାରମ୍ବାର ଆବେଦନ କରି ନିରାଶ!-->…
ମରାମତି ହେଉନି, ରାସ୍ତା ଶୋଚନୀୟ
ଜୟପୁର,(ବି.ବି.ବୁ୍ୟରୋ): ୧୦ ବର୍ଷ ତଳେ ନିର୍ମାଣ ହୋଇଥିଲା ରାସ୍ତା । ତା ପରଠୁ ଆଉ ମରାମତି କରାଯାଇନି କି ନୂଆକରି ନିର୍ମାଣ ହୋଇନି ।!-->…
ସାପକୁ କାମୁଡ଼ି ବୃଦ୍ଧ ମୃତ
ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସାରୁମାହା ସ୍ଥିତ ବିଲ ମାଳରେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର!-->…
ଜୟପୁର ଅଭିମୁଖେ ଗଲା ପ୍ରତୀକ ଝଣ୍ଡା
ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ବତ୍ରିଶ ସିଂହାସନ ଏବଂ ମା’ଜଗତଜନନୀଙ୍କ ପ୍ରତୀକ ଝଣ୍ଡା ସହ ପାଟଖଣ୍ଡା ଜୟପୁର ରାଜାଙ୍କ ଘରକୁ!-->…
ନୂତନ ଓ ବିରଳ ପ୍ରଜାତିର ମାଛ ଚିହ୍ନଟ
ଗୋପାଳପୁର, (ବି.ବି.ନୁ୍ୟଜ): ପଶ୍ଚିମବଙ୍ଗ ଦୀଘା ନିକଟ ସମୁଦ୍ରରୁ ୨୦୧୯ ଫେବ୍ରୁଆରୀରେ ଏବଂ ଚଳିତ ବର୍ଷ ୨୦୧୯ ଅକ୍ଟୋବରରେ ଓଡ଼ିଶାର!-->…

