Browsing Category
ଅନ୍ୟାନ୍ୟ
ଚାଲିଲା ଗଜପତିଙ୍କ ୬୪ଅଙ୍କ
ପୁରୀ,(ବି.ବି.ବୁ୍ୟରୋ): ଶ୍ରୀନଅରରେ ଶନିବାର ସୁନିଆଁ ପର୍ବ ପାଳିତ ହୋଇଛି । ଆଜିଠାରୁ ଗଜପତି ମହାରାଜାଙ୍କ ନୂତନ ବର୍ଷ ସହ ନୂଆ!-->…
ନଷ୍ଟ କରାଗଲା ଲକ୍ଷାଧିକ ଟଙ୍କାର ମଦ
ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଅବକାରୀ ବିଭାଗ ସହ ମିଳିତ ଚଢଉ କରାଯାଇ ଆଜି ଲକ୍ଷାଧିକ ଟଙ୍କାର ପୋଚ ଏବଂ ମଦ ନଷ୍ଟ କରାଯାଇଛି ।!-->…
ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା୧୮ ପର୍ଯ୍ୟନ୍ତ ବଢିଲା ଅବଧି
ଜୟପୁର,(ବି.ବି.ବୁ୍ୟରୋ): ଯୁକ୍ତ ୩ ପ୍ରଥମ ବର୍ଷ ନାଁ ଲେଖାର ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଲଗାଣ ବର୍ଷା, ନାଁ ଲେଖା ଫି’ ଦାଖଲରେ!-->…
୪୩ ଷ୍ଟଲ୍ ଅକ୍ତିଆରକୁ ନେଲା ପ୍ରଶାସନ
ଜୟପୁର,(ବି.ବି.ବୁ୍ୟରୋ): ବର୍ଷ ବର୍ଷ ଦୋକାନ ଭଡ଼ା ନଦେବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି । ବିଜୁ ଭେଣ୍ଡିଂ ଜୋନ୍ରେ ଥିବା ୪୩ଟି!-->…
ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲେ ଯୁବକ
€
;ନନ୍ଦପୁର,(ବି.ବି.ନୁ୍ୟଜ): ଟଙ୍କା ଧାର ଦେଲେନାହିଁ । ଏଥିରେ ଉତ୍ତ୍ୟକ୍ତ ହୋଇ ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଗୁରୁତର କଲା!-->!-->!-->…
କାନ୍ଥ ପଡି ବାପପୁଅ ଗୁରୁତର
କୋରୁକୋଣ୍ଡା,(ବି.ବି.ନୁ୍ୟଜ): ଲଗାଣ ବର୍ଷାରେ ଘରକାନ୍ଥ ଭୁଶୁଡି ନାକାମାମୁଡି ପଞ୍ଚାୟତ ସଦର ଗାଁରେ ବୁଧବାର ଅଭାବନୀୟ ଘଟଣା ଘଟିଛି । ଜଣେ!-->…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା୩୦କୁ ଘୁଞ୍ଚିଲା ଅନଲାଇନ୍…
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ସୁନାବେଡା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍,!-->…
ଓୟୁଜେର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ
ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଗଣମାଧ୍ୟମ!-->…
ଘରୋଇ ବସ୍ କର୍ମଚାରୀଙ୍କ ମନମାନି
ଜୟପୁର,(ବି.ବି.ନୁ୍ୟଜ): ଦିନକୁ ଦିନ ବଢିବାରେ ଲାଗିଛି ଘରୋଇ ବସ୍ କର୍ମଚାରୀଙ୍କ ମନମାନି । ବସ୍ ଭଡ଼ାକୁ ନେଇ ଯାତ୍ରୀଙ୍କ ସହ ଯୁକ୍ତିତର୍କ!-->…
କୋରାପୁଟ ଘାଟିରେ ସିରିଜ୍ ଦୁର୍ଘଟଣା
ଜୟପୁର,(ବି.ବି.ନୁ୍ୟଜ): କୋରାପୁଟ ଘାଟିରେ ଆଜି ଘଟିଛି ସିରିଜ୍ ଦୁର୍ଘଟଣା । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଡ୍ରାଇଭର ଓ ଜଣେ!-->…

