Browsing Category
ଟ୍ୟୁଇନ୍ ସିଟ
ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ
ପିପିଲି : ସପ୍ତାହକ ପରେ ପିପିଲି ଉପନିର୍ବାଚନ । ଆସନ୍ତାକାଲି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଭର୍ଚୁଆଲ ମାଧ୍ୟମରେ ପ୍ରଚାର!-->!-->!-->…
ବିଭିନ୍ନ ଜିଲ୍ଲା ଏସ୍ପିଙ୍କୁ ସିପିଙ୍କ ତାଗିଦ୍
କଟକ: ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପରେ ବଢିଛି ତପ୍ତରତା । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ।!-->!-->!-->…
ରାଜ୍ୟରେ ହେବ ୧୦ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ନିୟମ କଡ଼ାକଡ଼ି ହେବ । ସଂକ୍ରମଣର ଚେନ୍ ଭାଙ୍ଗିବାକୁ କରୋନା କଟକଣା ମାନିବାକୁ ହିଁ ପଡିବ ।!-->!-->!-->…
ବଡ଼ମ୍ବାରେ ସରକାରୀ ଜମିକୁ ନେଇ କୁରୁକ୍ଷେତ୍ର
କଟକ,(ବି.ବି.ନୁ୍ୟଜ): ସରକାରୀ ଜମି ଦଖଲକୁ ନେଇ ଦୁଇ ଗାଁ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି!-->!-->!-->…
ରାଜ୍ୟରେ ଖୋଲିଲା ୨୪୪ଟି ଇ-ଫାଇଲିଂ ପୋର୍ଟାଲ୍
କଟକ,(ବି.ବି.ବୁ୍ୟରୋ): କୋର୍ଟର ବିଭିନ୍ନ କାର୍ଯ୍ୟ ଏଣିକି ଅନ୍ଲାଇନରେ କରାଯିବ । କୋର୍ଟ ଫି’ ଜମାଠାରୁ ଆରମ୍ଭ କରି କେଉଁ ମାମଲାର!-->!-->!-->…
କଡ଼ାକଡ଼ି ହେବ କରୋନା କଟକଣା
କଟକ,(ବି.ବି.ବୁ୍ୟରୋ): କରୋନା ସଂକ୍ରମଣ ଏବେ ଦିନକୁ ଦିନ ବୃଦ୍ଧି ପାଇଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା କଟକଣାକୁ!-->!-->!-->…
ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର୍
କଟକ,(ବି.ବି.ନୁ୍ୟଜ): ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତହସିଲ୍ଦାର ଶ୍ରୀ ନାୟକ ତହିସଲ୍!-->!-->!-->…
ବାଇକରୁୁ ମିଳିଲା ୫୦ ଲକ୍ଷ
ପିପିଲି,(ବି.ବି.ନୁ୍ୟଜ): ପିପିଲି ଉପନିର୍ବାଚନରେ ନିର୍ବାଚନୀ ହିଂସା ପରେ ଆଜି ନିର୍ବାଚନୀ ବଣ୍ଟା ଟଙ୍କା ଠାବ ହୋଇଛି । ପିପିଲି!-->!-->!-->…
ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନି
କଟକ,(ବି.ବି.ନୁ୍ୟଜ): ‘ବାହାର ପାଣି, ବାହାର ଖାଦ୍ୟ ଆମକୁ ମନା । ଅକାରଣେ ବାହାରେ ବୁଲିବା ବି । ହେଲେ ଆମକୁ ଏସବୁ କରିବା ପାଇଁ ଏବେ!-->!-->!-->…
ବନ୍ଧା ହେଲେ ଲାଞ୍ଚୁଆ ପୁଲିସ୍ ବାବୁ
କଟକ,(ବି.ବି.ନୁ୍ୟଜ): ବଦଳି ହୋଇ ଆସିଲା ପରେ ମଧ୍ୟ ପୂର୍ବ ଥାନା ଅଞ୍ଚଳରୁ ଲାଞ୍ଚ ଖାଇବା ନିଶା ଛାଡ଼ିନଥିଲା ପୁଲିସ୍ ବାବୁଙ୍କୁ ।!-->!-->!-->…

