Browsing Category
ଟ୍ୟୁଇନ୍ ସିଟ
ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର…
ପିପିଲି: ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଜେଡି ଟିକେଟରେ!-->!-->!-->…
ବାକି ଟଙ୍କା ମାଗିବାରୁ ମିସ୍ତ୍ରୀଙ୍କୁ ଘରୁ ଡାକି ପିଟିଲେ ଠିକାଦାର
ବାଲିପାଟଣା : ହୋଲିରେ ବାକି ଟଙ୍କା ମାଗି ମାଡ ଖାଇଲେ ଆଦିବାସୀ ଦିନ ମଜୁରୀଆ ଦମ୍ପତ୍ତି। ଠିକାଦାରଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ଠାରୁ ଟିକେଟ୍ ନେଲେ ରୁଦ୍ର ମହାରଥୀ
ଭୁବନେଶ୍ଵର: ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଠାରୁ ଟିକେଟ ନେଲେ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ।!-->!-->!-->…
ତିନି ଶିଶୁକୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ:୨ମୃତ
ଭୁବନେଶ୍ଵର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟ ଏକ ଗାଁରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ମା ଆତ୍ମହତ୍ୟା ଉଦ୍ୟମ!-->!-->!-->…
ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲା କାଳବୈଶାଖୀ
ଭୁବନେଶ୍ୱର: କାଳବୈଶାଖୀକୁ ନେଇ ରାଜ୍ୟରେ ସତର୍କତା ଅବଲମ୍ୱନ କରିବାକୁ ପାଣିପାଗ ବିଭାଗ କହିଛି । ଛତିଶଗଡ ଓ ଏହାର ଆଖପାଖ ତଥା!-->!-->!-->…
ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ ଟମ୍: ବହୁ ସମୟ ଧରି ଆଲୋଚନା
ଭୁବନେଶ୍ଵର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଶୁକ୍ରବାର ଅଞ୍ଜନାଙ୍କ!-->!-->!-->…
ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ
ପିପିଲି: ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ!-->!-->!-->…
ପିପିଲି ଉପନିର୍ବାଚନ:ରୁଦ୍ର ମହାରଥୀ ହେଲେ ବିଜେଡି ପ୍ରାର୍ଥୀ
ଭୁବନେଶ୍ଵର: ବହୁ ଚର୍ଚ୍ଚିତ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ବହୁ କଳ୍ପନା!-->!-->!-->…
ମୋ ସରକାର ଗାନ୍ଧିଙ୍କ ସିଦ୍ଧାନ୍ତ ଓ ଆଦର୍ଶ ପାଇଁ ସଂକଳ୍ପବଦ୍ଧ:…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମ୍ଭିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ । ଏହା ହେବ ଜାତିର ପିତା ମହାତ୍ମା ଗାନ୍ଧିଙ୍କ!-->!-->!-->…
ସରକାରୀ ସ୍କୁଲ ପିଲାଙ୍କୁ ୧୫% ସଂରକ୍ଷଣ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ବଡ଼ ଖବର । ଏଣିକି ମେଡିକାଲ ଓ ଇଞ୍ଜିନିୟରିଂ!-->!-->!-->…

