Browsing Category
ବ୍ୟବସାୟ
ଏମ୍ସିଏଲ୍ର ସିଏମ୍ଡ଼ି ପି.କେ. ସିହ୍ନାଙ୍କ ଦାୟିତ୍ୱ ଗ୍ରହଣ
ତାଳଚେର,(ବି.ବି.ନୁ୍ୟଜ୍): ଏମ୍ସିଏଲ୍ର ନୂତନ ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ପ୍ରଭାତ କୁମାର ସିହ୍ନା ସୋମବାର ଦାୟିତ୍ୱ ଗ୍ରହଣ!-->…
ନାଲ୍କୋ ଇଡ଼ି ଅମ୍ବିକା ପ୍ରସାଦଙ୍କ ଦାୟିତ୍ୱ ଗ୍ରହଣ
ବଅଁରପାଳ,(ବି.ବି.ନୁ୍ୟଜ): ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍କୋ (ଏସ୍ଏଣ୍ଡ୍ପି)ର ନୂତନ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଇଡି) ଭାବରେ ସୋମବାର!-->…
ସବୁଜ ମାର୍ଗ ଅନ୍ୱେଷଣ ଦିଗରେ ଐତିହାସିକ ପଦକ୍ଷେପ
ଭୁବନେଶ୍ୱର,(ବି.ବି.ବୁ୍ୟରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଠାରେ ବାଣିଜି୍ୟକ!-->…
ରାଜ୍ୟଙ୍କୁ ୧୨ ହଜାର କୋଟିର ସୁଧମୁକ୍ତ ଋଣ
ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ୧୨,୦୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ରୀୟ!-->…
ତିନି ଶକ୍ତି ପ୍ରକଳ୍ପର ଲୋକାର୍ପଣ କଲେ ନବୀନ
କଳାହାଣ୍ଡି,(ବି.ବି.ନୁ୍ୟଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୩ଟି ଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ।!-->…
୪୫୦ ଲିଟର ମଦ ଜବତ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଷାଗୁମୁଡ଼ା ଅଞ୍ଚଳରେ ଚଢାଉ କରାଯାଇ ବ୍ୟାପକ ପୋଚ ନଷ୍ଟ କରାଯିବା ସହ!-->…
ଶ୍ରମିକଙ୍କ ସମସ୍ୟା ତୁଟିଲା
ବାଲେଶ୍ୱର, (ବି.ବି.ନୁ୍ୟଜ୍): ବହୁ ପ୍ରତୀକ୍ଷିତ ବିର୍ଲା ଟାୟାର ଶ୍ରମିକ ସମସ୍ୟାର ଅନ୍ତ ଘଟିଛି । ମଙ୍ଗଳବାରଠାରୁ ପୂର୍ବ ଭଳି ଏହି!-->…
୯ ମାସ ହେଲା ମିଳୁନି ଦରମା
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିଳ୍ପ ବିରଳା ଟାୟାର୍ସ ବନ୍ଦ । ଦିନ ଥିଲା ବିର୍ଲା ଟାୟାର୍ସକୁ!-->…
୨୫୦ ଟଙ୍କାରେ ଟିକା ଯୋଗାଇବ
ନୂଆଦିଲ୍ଲୀ: ଭାରତର ସେରମ ଇନଷ୍ଟିଚୁ୍ୟଟ୍ ଶୁକ୍ରବାର ଘୋଷଣା କରିଛି ଯେ ସିଏ ମାତ୍ର ୩ ଡଲାର(୨୫୦ ଟଙ୍କା)ରେ କରୋନା ପ୍ରତିରୋଧକାରୀ ଟିକା!-->…
କୋଟଗଡ଼ ଏସ୍ବିଆଇ ସିଲ୍
ଫୁଲବାଣୀ,(ବି.ବି.ନୁ୍ୟଜ୍): କୋଟଗଡ଼ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆଜି ସିଲ୍ ହୋଇଛି । ବ୍ୟାଙ୍କ୍ର ଜଣେ କର୍ମଚାରୀ କରୋନା ସଂକ୍ରମିତ!-->…