Browsing Category
ବ୍ୟବସାୟ
ଏକକ ଜିଏସ୍ଟି ଅସମ୍ଭବ: ଜେଟ୍ଲି
ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ରେ ଏକକ ଟିକସ ଲାଗୁ କରିବା ଅସମ୍ଭବ । ରାଜସ୍ୱ ଆୟ ବୃଦ୍ଧି ପାଇବା ପରେ ଜିଏସ୍ଟିରେ!-->!-->!-->…
ସରିଲା ରବି ମଣ୍ଡି:ବଳକା ରହିଗଲା ୫.୫ ଲକ୍ଷ କୁଇଣ୍ଟାଲ ଧାନ
ଜୟପୁର,(ବି.ବି.ନ୍ୟୁଜ୍): ରବିବାର ଶେଷ ହୋଇଛି ଚଳିତ ବର୍ଷର ରବିମଣ୍ଡି । ୧୫ ଲକ୍ଷ ୯୭ ହଜାର ୪୨୨ କୁଇଣ୍ଟାଲ ଧାନ ବିକ୍ରି କରିବାକୁ!-->!-->!-->…
ଉଚ୍ଚ ଆୟକାରୀଙ୍କ ଟିକସ ବଢ଼ିବ!
ନୂଆଦିଲ୍ଲୀ: ଆଉ ୪ ଦିନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ ୨୦୧୯-୨୦ ଆର୍ଥିକବର୍ଷର ପୂଣ୍ଣ ର୍ାଙ୍ଗ!-->!-->!-->…
ମହିଳାଙ୍କ ପାଇଁ କ’ଣ ରହିବ
ନୂଆଦିଲ୍ଲୀ : ଦେଶର ପ୍ରଥମ ପୂଣ୍ଣ ର୍କାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କର ପ୍ରଥମ ବଜେଟ୍ ଆଗତ କରିବାକୁ!-->!-->!-->…
ଓଡ଼ିଶାର ପ୍ରଣବ ଦାସ ଡବ୍ଲ୍ୟୁସିଓ ନିର୍ଦ୍ଦେଶକ ନିର୍ବାଚିତ
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ଜନ୍ମିତ ଆଇଆରଏସ ଅଧିକାରୀ ତଥା ପରୋକ୍ଷ ଟିକସ ଓ ବହିଃଶୁଳ୍କ କେନ୍ଦ୍ରୀୟ ବୋର୍ଡ (ସିବିଆଇସି)ର!-->!-->!-->…
ବଜାର କୋଲକାତା ଲକି ଡ୍ର ବିଜେତାଙ୍କୁ କାର୍ ଉପହାର
କଟକ,(ବି.ବି.ବ୍ୟୁରୋ): ଓଡି଼ଶାରେ ବଜାର କୋଲକାତାର ୧୭ଟି ସୋରୁମ୍ ଥିବାବେଳେ ଚାହିଦାକୁ ଦୃଷ୍ଟିରେ ରଖି ଗତ ଜୁନ୍ ୧ରେ ଦୋଳମୁଣ୍ଡାଇରେ!-->!-->!-->…
ଆହୁରି ସଂସ୍କାର ଆଣିବ କେନ୍ଦ୍ର
ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ର ୨ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରାଳୟ ସୋମବାର କିଛି ସଂସ୍କାର ପଦକ୍ଷେପ!-->!-->!-->…
ସ୍ୱିସ୍ ବ୍ୟାଙ୍କରେ ବିଦେଶୀ ଜମା:୭୪ତମ ସ୍ଥାନକୁ ଖସିଲା ଭାରତ
ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କଗୁଡ଼ିକୁ ବିଦେଶୀଙ୍କ ପାଇଁ ଟିକସ ଭୂସ୍ୱର୍ଗ ବୋଲି କୁହାଯାଉଛି । ନିଜ ଦେଶରେ ଟିକସ ଏଡ଼ାଇବା ପାଇଁ!-->!-->!-->…
ନବୀନ-ଧର୍ମେନ୍ଦ୍ର ଭେଟ:ଓଡ଼ିଶାର ବିକାଶ ଆମର ଲକ୍ଷ୍ୟ
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଖି ଆଗରେ ରହିଛି ଅନେକ ଚାଲେଞ୍ଜ । ବେକାରୀ ଦୂରୀକରଣ, ବାତ୍ୟା ‘ଫୋନି’ ପରବର୍ତ୍ତୀ ପୁନରୁଦ୍ଧାର,!-->…
ଆଇଏମ୍ଏ ସ୍କାମ୍ :ଟଙ୍କା ନେଇ କମ୍ପାନି ମାଲିକ ଛୁ
ବେଙ୍ଗାଲୁରୁ:ନିଜ କଷ୍ଟଅର୍ଜିତ ଧନକୁ ଲଗାଇ କିଛି ପାଇବାର ଆଶା ରଖିଥିଲେ । କିନ୍ତୁ ସବୁ କିଛି ପାଣି ଫୋଟକା ପରି ମିଳେଇଗଲା ।!-->…