Browsing Category
ଅପରାଧ
ମା’ଙ୍କୁ କୁରାଢ଼ିରେ ହାଣିଦେଲା ନୃଶଂସ ପୁଅ
ରାସଗୋବିନ୍ଦପୁର,(ବି.ବି.ଆପ୍ର): ‘ବାଇଗଣ ତରକାରୀ କାହିଁକି କରିଛୁ? ମୁଁ ଖାଇବିନି ।’ ଏହା କହି ଉତ୍କ୍ଷିପ୍ତ ହୋଇପଡ଼ିଲା । ସାମାନ୍ୟ!-->…
ଅଟୋକୁ ଧକ୍କା ଦେଲା ହାଇୱା:୩ ମୃତ, ଜଣେ ଗୁରୁତର
ଆନନ୍ଦପୁର,(ବି.ବି.ଆପ୍ର): ଆନନ୍ଦପୁର ଥାନା ଅଧୀନ କୋଡ଼ପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ହାଇୱା ଧକ୍କା!-->…
ଜାତୀୟ ରାଜପଥରେ ଦୁର୍ଘଟଣା: ୨ମୃତ
ରାଉରକେଲା,(ବି.ବି.ଆପ୍ର): ସୁନ୍ଦରଗଡ଼ ଜିଲ୍ଲାର ୧୪୩ ନମ୍ବର ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥରେ ଆଜି ଦେଢ଼ ଘଣ୍ଟା ଅନ୍ତରରେ!-->…
ଯୁବକଙ୍କ ମୃତୁ୍ୟକୁ ନେଇ ସନେ୍ଦହ
ହାଟଡିହି,(ବି.ବି.ଆପ୍ର): ବଡ଼ରମ୍ପାସ ଗାଁଠାରୁ ଏକ କିଲୋମିଟର ଦୂର କେନାଲ ନିକଟ ଏକ ଫାର୍ମଠାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । କୁକୁଡ଼ା!-->…
ଓଲଟିଲା ଗଞ୍ଜେଇ ଭ୍ୟାନ୍, ଡ୍ରାଇଭର ଗିରଫ
ଭଞ୍ଜନଗର,(ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ସିନେମା ଷ୍ଟାଇଲରେ ଚାଲିଥିବା ଗୋଡ଼ାଗୋଡ଼ି । ପ୍ରାୟ ଏକ ଘଣ୍ଟାର ଛକାପ‚ା ପରେ ଗଞ୍ଜେଇ!-->…
କନ୍ଧପାଳ ଗୁଳିକାଣ୍ଡ ମାମଲା :ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଗିରଫ
ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଦଳେଇ ନାୟକ ହତ୍ୟା!-->…
ଏସପି ଅଫିସ୍ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଏସ୍ପି ଅଫିସ୍ ସମ୍ମୁଖରେ ବୁଧବାର ମହିଳା ଶରୀରରେ ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି!-->…
ଗଞ୍ଜେଇ ଜବତ, ୩ ଗିରଫ
ବୈପାରିଗୁଡ଼ା,(ବି.ବି.ନୁ୍ୟଜ): ଚାଲାଣ ପାଇଁ ବସ୍କୁ ଅପେକ୍ଷା କରିଥିଲେ । ଚଢଉ ବେଳେ ପୁଲିସ୍ ହାତରେ ଧରାପଡ଼ିଛି ୨୭ କେଜି ୧୦୦ ଗ୍ରାମ!-->…
ମାଓବାଦୀ-ଯବାନ ଗୁଳି ବିନିମୟ:ରକେଟ ଲଞ୍ଚର, ଗ୍ରେନେଡ୍ ଜବତ
ମାଲକାନଗିରି,(ବି.ବି.ନୁ୍ୟଜ): ସୀମାନ୍ତ ଛତିଶଗଡର ସୁକମା ଓ ବିଜାପୁର ଜିଲ୍ଲାରେ ମଙ୍ଗଳବାର ପୁଣି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି!-->…
ବଜାରରେ ନକଲି ଡିଟରଜେଣ୍ଟ୍
କଟକ,(ବି.ବି.ବୁ୍ୟରୋ): ମସଲା, ଖାଇବା ତେଲ, ପାନ ମସଲା, ଚା’ ପତି, ଘିଅ, ସସ୍ ଓ ସିମେଣ୍ଟ୍କୁ ନକଲି କରି ବିକ୍ରି କରିବା ପରେ କଟକରେ!-->…

