Browsing Category
ଅପରାଧ
୨୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ
ରାୟଗଡ଼ା,(ବି.ବି.ନୁ୍ୟଜ): ଟାଉନ୍ ପୁଲିସ ପକ୍ଷରୁ ଏକ ଅଦା ବୋଝେଇ ଟ୍ରକରୁ ଜବତ ହୋଇଛି ୧୯୦ କେଜି ଗଞ୍ଜେଇ । ଏହି କାରବାରରେ ୨!-->!-->!-->…
୬୦ ଜଣଙ୍କ ନାଁରେ ମାମଲା ରୁଜୁ
ଜୟପୁର,(ବି.ବି.ନୁ୍ୟଜ): ଟିପର୍ ଧକ୍କାରେ ୨ ଯୁବକଙ୍କ ମୃତୁ୍ୟ ଘଟଣାରେ ଚାଲିଥିବା ରାସ୍ତାରୋକ ସୋମବାର ବିଳମ୍ବିତ ରାତିରେ ହଟିଥିଲା ।!-->!-->!-->…
ମଦ ଜବତ, ୨ ଗିରଫ
ଜୟପୁର,(ବି.ବି.ନୁ୍ୟଜ): ବେଆଇନ ମଦ କାରବାର ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ପୁଲିସ । ସେମାନେ ହେଲେ ବାଲିଆ!-->!-->!-->…
୧୪୪ କେଜି ଗଞ୍ଜେଇ ଜବତ, ୩ ଗିରଫ
ମୋହନା,(ବି.ବି.ନୁ୍ୟଜ): ମୋହନାରୁ ବ୍ରହ୍ମପୁର ଚାଲଣ ହେଉଥିବା ଗଞ୍ଜେଇ ଆଜି ବଡ଼ଗଡ଼ ପୁଲିସ ଜବତ କରିଛି । ଏଥିରେ ସଂପୃକ୍ତ ଥିବା!-->!-->!-->…
ଦେଢ଼ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ ଡ୍ରାଇଭର ଗିରଫ
ମୋହନା, (ବି.ବି.ନୁ୍ୟଜ): ଗଞ୍ଜେଇ ଚାଲାଣରେ ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଛକରେ ମଙ୍ଗଳବାର ପୁଲିସ ପକ୍ଷରୁ ଚଢ଼ଉରେ ଏକ!-->!-->!-->…
୫ ଲକ୍ଷର ଗଞ୍ଜେଇ ଜବତ, ୩ ଗିରଫ
ବିଷମକଟକ,(ବି.ବି.ନୁ୍ୟଜ): ଉତ୍ତର ପ୍ରଦେଶ ଚାଲାଣ ବେଳେ ପୁଲିସ୍ ହାତରେ ଧରାପଡିଛି ୭୬ କେଜି ୫୫ ଗ୍ରାମ ଗଞ୍ଜେଇ । କାରବାରରେ!-->!-->!-->…
ବସରୁ ଗଞ୍ଜେଇ ଜବତ, ୫ ଗିରଫ
ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ଚେକ୍ ଗେଟଠାରେ ଗତ ରବିବାର ରାତିରେ ପୁଲିସ ଚଢଉ କରି ଏକ ବସ୍ରୁ!-->!-->!-->…
ଟିପ୍ପର ଧକ୍କାରେ ୨ ଯୁବକ ମୃତ
ଜୟପୁର,(ବି.ବି.ନୁ୍ୟଜ): ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତୁ୍ୟ ଘଟିଛି । ଏହି ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା,!-->!-->!-->…
ମହିଳାଙ୍କ ଶବ ଉଦ୍ଧାର, ଜଣେ ଗିରଫ
ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଲକ୍ଷ୍ମୀପୁର ଥାନା ଘୋଡାବନ୍ଧ କଲୋନିର ଏକ ଭଡାଘରୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।!-->!-->!-->…
ଠେକୁଆ ମାରିବାକୁ ବିଦୁ୍ୟତ୍ ସଂଯୋଗ :ବର୍ତ୍ତିଲେ ଯୁବକ, ୨ ଗିରଫ
କୋଷାଗୁମୁଡା,(ବି.ବି.ନୁ୍ୟଜ):ଠେକୁଆ ମାରିବାକୁ ବିଛାଇଥିଲେ ବିଦୁ୍ୟତ ତାର । ଏହା ସଂସ୍ପର୍ଶରେ ଆସି ଯୁବକ ହେଲେ ଆହତ । ନବରଙ୍ଗପୁର!-->!-->!-->…

