Browsing Category
ଅପରାଧ
ଥଟ୍ଟାମଜାରୁ ବଚସା: ସ୍କୁଲରେ ଛୁରା ମାଡ଼
ଭଞ୍ଜନଗର,(ବି.ବି.ନୁ୍ୟଜ): ସବୁ ଦିନ ସାଙ୍ଗ ସାଥି ହୋଇ ବସୁଥିଲେ, ଖେଳୁଥିଲେ ଓ ପଢ଼ୁଥିଲେ । ଗମାତ ବି ହେଉଥିଲେ । ଆଜି କିନ୍ତୁ!-->!-->!-->…
ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଥାନା ତାରାଗାଁ ନିକଟ ୨୬ ନଂ ଜାତୀୟ ରାଜପଥର ଶାଳବଣ ନିକଟରେ ଆଜି ଦୁଇଟି!-->!-->!-->…
ଅବକାରୀ ବିଭାଗର ଚଢ଼ଉ, ବିପୁଳ ପରିମାଣର ମଦ ଜବତ: ୪ ଗିରଫ
ରାଇରଙ୍ଗପୁର: ଅତର୍କିତ ଅବକାରୀ ଚଢ଼ାଉକୁ ନେଇ ଚୋରା ମଦ ବେପାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ଜଣାପଡ଼ିଛି । ବୁଧବାର ରାଇରଙ୍ଗପୁରର!-->!-->!-->…
ବନ୍ଧୁକ ମୂନରେ ସାମ୍ବାଦିକଙ୍କ ଠାରୁ ଲୁଟ୍
ଭୁବନେଶ୍ୱର: ବେକାବୁ ଲୁଟେରା । ବେଧଢକ ଚଳାଇଛନ୍ତି ଲୁଟତରାଜ । ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ!-->!-->!-->…
ଟିଆଇ ପରେଡ୍ରେ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଚିହ୍ନଟ କଲେ ଅଞ୍ଜନା…
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ବୁଧବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳର ଟିଆଇ ପରେଡ ଝାରପଡା!-->!-->!-->…
ଭଦ୍ରକରେ ବ୍ରାଉନ ସୁଗାର ଜବତ : ୩ ଗିରଫ
ଭଦ୍ରକ: ପୁଣି ଧରାହେଲା ବ୍ରାଉନସୁଗାର , ବାଇକରେ ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୨୬୫ ଗ୍ରାମ ବ୍ରାଉନସୁଗାର ସହ ୩!-->!-->!-->…
ଏନଏଚ୍ ୬୦ ନମ୍ବରରେ ଟ୍ରକ ଲୁଟ: ଡ୍ରାଇଭର ,ହେଲପର ବେହୋସ
ଜଳେଶ୍ବର : ଲୁଟେରାଙ୍କ କବ୍ଜାରେ ଜଳେଶ୍ବର ଏନଏଚ ୬୦ । ପୁଣି ଜଳେଶ୍ବରରେ ଟ୍ରକ୍ ହାଇଜାକ୍ । ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କୁ!-->!-->!-->…
ଘରୋଇ କଳି କାଳ ହେଲା: ବାପାଙ୍କୁ ମାରିଦେଲା ପୁଅ
ବାଲେଶ୍ୱର,(ବି.ବି.ନୁ୍ୟଜ): ପାରିବାରିକ କଳହ କାଳ ହେଲା । ଜଣେ ନିÂୁର ପୁଅ ଅତି ନିର୍ମମ ଭାବେ ପିଟି ପିଟି ନିଜ ଜନ୍ମକଲା ବାପାଙ୍କୁ!-->!-->!-->…
ନବରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ: ୪ ଗିରଫ
ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ) ଅବକାରୀ ବିଭାଗୀୟ ର ଚଢାଉ ରେ ୪ ଜଣ ଗିରଫ.. ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର!-->!-->!-->…
୫୫ ଲକ୍ଷ ଟଙ୍କାର ବାଉନସୁଗର ଜବତ ୨ ଗିରଫ
ତିହିଡି, (ବି.ବି.ନୁ୍ୟଜ): ଚଳଚ୍ଚିତ୍ର ଢ଼ାଞ୍ଚାରେ ବ୍ରାଉନ୍ସୁଗର ବେପାରୀଙ୍କୁ ଅବକାରୀ ବିଭାଗ ଗୋଡେ଼ଇ ଗୋଡେ଼ଇ ଧରିଛି । ଜଣେ!-->!-->!-->…

