Browsing Category
ଅପରାଧ
ମାହାଙ୍ଗା କୁସୁପୁର ଗଣହତ୍ୟା:କାଳିଆବୁଦାରେ ଜଳିଲା ୫ ଜୁଇ
ମାହାଙ୍ଗା,(ବି.ବି.ବୁ୍ୟରୋ): ବାପା, ମା’, ଝିଅ ଓ ଦୁଇ ପୁଅ, ପୂରା ପରିବାରର ପାଞ୍ଚ ଜଣଙ୍କ ଚିତା ସଜଡ଼ା ଯାଇଥିଲା ପାଖାପାଖି । ପୈତୃକ ଘର!-->…
ଶ୍ରୀକ୍ଷେତ୍ରରେ ବେଧଡକ ଚାଲିଛି ଧଳାଜହର କାରବାର
ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ପୋଲିସ ୨ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି । କଣାସ ଥାନା ପୋଲିସ ଦୁଇଜଣ!-->…
ଘରକୁ ଡାକି ଗରମ ତେଲ ଢାଳିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ…
ଶରଣକୁଳ: ପୂର୍ବ ଶତ୍ରୁତାରୁ ଜଣକୁ ଘରକୁ ଡାକି ନେଇ ଗରମ ତେଲ ପକାଇ ଦେଲେ । ଗତ ୬ ତାରିଖରେ ଏହି ଘଟଣା ଘଟିଥିଲା । କଟକ ବଡ଼!-->…
ସିରିଜ୍ ଦୁର୍ଘଟଣା; ପିଟାପିଟି ହେଲେ ତିନି ଟ୍ରକ୍
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଏନ୍ଏଚ୍ ୩୫୩ର ଝାଲକୁସୁମ ଗାଁ ନିକଟରେ ତିନୋଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା!-->…
ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
କୋରାପୁଟ: ପାରିବାରିକ କଳହର କରୁଣ ପରିସ୍ଥିତି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି!-->…
ହତ୍ୟା ଅଭିଯୁକ୍ତ ବାପ, ଦୁଇପୁଅଙ୍କୁ ସଜା
ଧର୍ମଗଡ଼,(ବି.ବି.ନୁ୍ୟଜ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରାପିଟା ଗାଁରେ ଗୁଣି ଗାରେଡ଼ି ସନେ୍ଦହରେ ୨୦୧୫ରେ ଘଟିଥିବା ଏକ ହତ୍ୟା!-->…
ନାବାଳିକାକୁ ଅପହରଣ ଓ ବଳାକ୍ରାର ମାମଲା :ଅଭିଯୁକ୍ତଙ୍କୁ ୧୦ ବର୍ଷ…
ବାରିପଦା,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର କାୟମଡିହି ଗ୍ରାମର ଏକ ନାବାଳିକାକୁ ଅପହରଣ ପରେ ବଳାକ୍ରାର ମାମଲାର!-->…
ବୁଲା ବିକାଳୀଙ୍କ ନିକଟରୁ ଭାଲୁନଖ ଉଦ୍ଧାର: ଜଣେ ଗିରଫ
ବାରିପଦା,(ବି.ବି.ନୁ୍ୟଜ): ଜଡିବୁଟି ବିକ୍ରି କରୁଥିବା ବିକାଳୀ ନିକଟରୁ ଉଦ୍ଧାର ହେଲା ଭାଲୁ ନଖ ।ଏହି ଘଟଣାରେ ବନବିଭାଗ ପକ୍ଷରୁ ଅନୁଗୁଳ!-->…
ହତ୍ୟାକାରୀ ଶିବ ଏକୁଟିଆ ନା ଆଉ କିଏ?
ମାହାଙ୍ଗା,(ବି.ବି.ବୁ୍ୟରୋ): କୁସୁପୁର ନରସଂହାର ଘଟଣାର ରହସ୍ୟ ଭେଦିବା ପୁଲିସ୍ ପକ୍ଷେ ଏତେ ସହଜ ହେବ ନାହିଁ । ଯଦିଓ ହତ୍ୟାକାରୀ ପୁଲିସ୍!-->…
ବଡ଼ଭାଇ ପରିବାରକୁ ମୂଳପୋଛ କରିଦେଲା ସାନଭାଇ
ମାହାଙ୍ଗା,(ବି.ବି.ବୁ୍ୟରୋ): ‘ମୁଁ ଶିବପ୍ରସାଦ ସାହୁ କହୁଛି । ପାରିବାରିକ କଳହ ସକାଶେ ଭାଇ ଓ ମୋ ଭିତରେ ତିକ୍ତତା ଲାଗି ରହୁଥିଲା ।!-->…

