Browsing Category
ଅପରାଧ
ମାଓ କ୍ୟାମ୍ପରୁ ଗୋଳାବାରୁଦ, ବନ୍ଧୁକ ଜବତ
ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ମଧ୍ୟରେ ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ ଧରଣର ସଫଳତା ।!-->…
ପଥର ଖାଦାନ ପାଣିରେ ବୁଡି ଯୁବକଙ୍କ ମୃତୁ୍ୟ
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ମଠ ତେନ୍ତୁଳିଆ ଗ୍ରାମରେ ଘଟିଛି ଅଘଟଣ। ଗ୍ରାମ ନିକଟସ୍ଥ ଛାତ ଖୁମ ପଥର ଖାଦାନ ପାଣିରେ ବୁଡି!-->…
ଭିଜିଲାନ୍ସ ଚଢ଼ଉ:କୋଟିପତି ଯନ୍ତ୍ରୀ ଗିରଫ
ବଇଣ୍ଡା, (ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିÂ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ ଭିଜିଲାନ୍ସ ଜାଲରେ!-->…
ଗଣେଶ ମନ୍ଦିର ନିକଟରେ ଯୁବକଙ୍କୁ ହତ୍ୟା!
ପଟ୍ଟାଙ୍ଗି,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଗଣେଶ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ!-->…
୫୭୦ ଲିଟର ମଦ ଜବତ, ପୋଚ ନଷ୍ଟ
କୁନ୍ଦୁରା,(ବି.ବି.ନୁ୍ୟଜ୍): କୁନ୍ଦୁରା ବ୍ଲକ ଲିମା ଓ ଘିଉରିଆଗୁଡା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୫୭୦ ଲିଟର ଦେଶୀ!-->…
ମୋରମ ଖଣିରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ
ଖୋର୍ଦ୍ଧା : ତହସିଲଦାରଙ୍କୁ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାରଙ୍କୁ ଆକ୍ରମଣ । ବୋଲଗଡ ତହସିଲଦାର ଧୋବେଇ ନାୟକଙ୍କୁ!-->…
ଭୁଜାଲି ଦେଖାଇ ଜାତୀୟରାଜପଥରେ ଲୁଟ୍
ସୋର: ଭୁଜାଲି ଦେଖାଇ ୫ ଶହ ଗ୍ରାମର ସୁନା ଲୁଟି ନେଲେ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ପଲସର ବାଇକ୍ରେ ଆସି ଆତଙ୍କ ସୃଷ୍ଟି କରିଥିଲେ।!-->…
୫ କୁଖ୍ୟାତ ଚୋର ଗିରଫ: ୨୨ ଗାଡ଼ି ଜବତ
କଟକ,(ବି.ବି.ବୁ୍ୟରୋ): ଦୀର୍ଘ ଦିନ ହେବ କଟକ ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଚୋରି କରୁଥିବା ଏକ ଆନ୍ତଃଜିଲ୍ଲା ର୍ୟାକେଟ୍ର ପର୍ଦ୍ଧାଫାସ!-->…
ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟିଲେ
କାମାକ୍ଷାନଗର,(ବି.ବି.ନୁ୍ୟଜ୍): କାମାକ୍ଷାନଗର-କାମର୍ଦ୍ଧା ରାସ୍ତାରେ ଫେରୁଥିବା ଦୁଇ ଜଣ ଫାଇନ୍ାନ୍ସ କର୍ମଚାରୀ ମଙ୍ଗଳବାର ଲୁଟପାଟ୍ର!-->…
ଟାଙ୍ଗିଆ ମାଡ଼ରେ ଯୁବକ ଗୁରୁତର
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ): ଜଣେ ମହିଳାଙ୍କ ସାମନାରେ ପରିସ୍ରା କରିବାକୁ କେନ୍ଦ୍ରକରି ମଙ୍ଗଳବାର ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା!-->…

