Browsing Category
ଅପରାଧ
ଜୁଆ ଆଡ୍ଡାରେ ଚଢାଉ, ୪ ଜୁଆଡିଙ୍କୁ ଧରିଲା ପୋଲିସ
ଜୟପୁର : ଜୁଆ ଆଡ୍ଡା ଉପରେ ଜୟପୁର ଟାଉନ ପୋଲିସର ଚଢାଉ। ନଗଦ ୨୬,୧୨୦ ଟଙ୍କା ସହ ୩ଟି ମଟର ସାଇକେଲ, ୨ଟି ମୋବାଇଲ ଓ ୨ ସେଟ୍ ତାସ୍ ଜବତ!-->…
ପଥର ମାଫିଆଙ୍କ କବଜାରେ ବେଗୁନିଆ ପାହାଡ଼
ନୀଳଗିରି: ନୀଳଗିରି ତହସିଲ ଅଧିନ ବେଗୁନିଆ ପାହାଡ଼ ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି।ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର!-->…
ବରଗଡ଼ ରିତେଶ ଦାଶ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ
ବରଗଡ଼ : ଗତ ୨୬ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ବେହେରା ଟିକ୍ରା ଠାରେ କ୍ରିଷ୍ନା ମହାପାତ୍ର ନାମକ ଜଣେ ଯୁବକଙ୍କ ଭଡାଘରେ ବନ୍ଦ!-->…
ପେଟ୍ରୋଲ ପମ୍ପ ଥରିଲା, ଜଳିଲା:୩୦ ଆହତ, ୯ ଗୁରୁତର, ୩ ମୃତ ସନେ୍ଦହ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅପରାହ୍ନ ୧ଟା ୭ ମିନିଟ୍ । ଭୟଙ୍କର ବିସ୍ଫୋରଣ ହେଲା, ଯେମିତି ହୃତସ୍ପନ୍ଦନ ଅଟକିଯିବ । ରାଜଧାନୀର!-->…
୪ ଅନ୍ତଃଜିଲ୍ଳା ଲୁଟେରା ଗିରଫ
ଫୁଲନଖରା, (ବି.ବି.ନୁ୍ୟଜ୍): ସଦର ଥାନା ପୋଲିସ ୪ ଜଣ ଅନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଏକ ବାଇକ ଓ ଚୋରା!-->…
ହାରିଗଲେ ବିଜେଡି ନେତା ତ୍ରିଲୋଚନ
ବସ୍ତା,(ବି.ବି.ନୁ୍ୟଜ୍): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଜିଲ୍ଲା ବସ୍ତା ବିଜେଡିର ନେତା ତ୍ରିଲୋଚନ ବେହେରା । ଦେହାନ୍ତ ବେଳକୁ!-->…
୩ ଶିକାରୀ ଗିରଫ, ୪ ଅଟକ
ପାଳଲହଡ଼ା,(ବି.ବି.ନୁ୍ୟଜ୍): ପାଳଲହଡ଼ା ବନାଞ୍ଚଳ ଅନ୍ତର୍ଗତ କନ୍ତଳା ସେକ୍ସନ୍ରେ ଗତ ୧ ତାରିଖରେ ଏକ ଦନ୍ତାହାତୀର ମୃତଦେହ ଜବତ ଘଟଣାରେ!-->…
କୋଭିଡ୍ ହସ୍ପିଟାଲ୍ କୋଠାରୁ ପଡ଼ି କଏଦୀ ଗୁରୁତର
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ କୋଭିଡ୍ ହସ୍ପିଟାଲ୍ର ୩ ମହଲା କୋଠାରୁ ପଡ଼ି ଗୁରୁତର ଆହତ ହୋଇଥିଲେ ଜଣେ କଏଦୀ । ଘଟଣାର!-->…
ଭାରରେ ୪କିମି ବୁହା ହେଲେ ଗର୍ଭବତୀ
ବୈପାରିଗୁଡା,(ବି.ବି.ନୁ୍ୟଜ): ପୁଣି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାଘାଟ ଅସୁବିଧା ପାଇଁ ଜଣେ ଗର୍ଭବତୀଙ୍କୁ!-->…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ଯାଜପୁର ଜିଲ୍ଲା ସୁକିନ୍ଦା!-->…

