Browsing Category
ଅପରାଧ
ନଈରେ ବୁଡ଼ି ନାବାଳିକାଙ୍କ ମୃତୁ୍ୟ
ବାଲିକୁଦା,(ବି.ବି.ନୁ୍ୟଜ): ଭାଇ-ଭଉଣୀମାନେ ମିଶି ଖୁସି ମନରେ ମୋବାଇଲ୍ରେ ଟିକ୍ଟକ୍ ଭିଡିଓ ସୁଟ୍ କରିବାକୁ ଯାଇଥିଲେ । ତେବେ ନଦୀକୂଳରେ!-->…
ବଡ଼ରମା ଅଭୟାରଣ୍ୟରେ ଚିତା ବାଘର ମୃତୁ୍ୟ
ଜମନକିରା,(ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଅଧୀନ ବଡ଼ରମା ଅଭୟାରଣ୍ୟ କୁତବ ବିଟ୍ ଅଞ୍ଚଳ ସାନଜର୍ଲି ସଂରକ୍ଷିତ!-->…
ହାତୀ ମୃତୁ୍ୟ ଘଟଣାରେ ଚମ୍ପୁଆ ରେଞ୍ଜର ନିଲମ୍ବିତ
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳର ବିବାଦୀୟ ରେଞ୍ଜର କାଶିନାଥ ହେମ୍ବ୍ରମ୍ଙ୍କୁ ହାତୀ ମୃତୁ୍ୟ ଘଟଣାରେ!-->…
ସାଢେ଼ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ସୋନପୁର,(ବି.ବି.ନୁ୍ୟଜ୍): ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଗ୍ୟାଙ୍ଗକୁ କାବୁ କରିଛି ସୋନପୁର ପୁଲିସ । ରାଜ୍ୟବାହାରକୁ ଚୋରାଚାଲାର!-->…
ପୂର୍ବ ଶତ୍ରୁତାରୁ ଗୋଡ଼ାଇ ହାଣିଲେ
ମନମୁଣ୍ଡା,(ବି.ବି.ନୁ୍ୟଜ୍): ମନମୁଣ୍ଡା ଥାନା ଦପଲା(ଆରମୂଲ) ଗାଁରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ!-->…
ଚିକିତ୍ସାଧୀନ ଅବସ୍ଥାରେ କଏଦୀର ମୃତୁ୍ୟ
ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍ ଜେଲ୍ର ଜଣେ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି!-->…
ଦେଶୀ ମଦ କାରଖାନା ଉପରେ ଚଢ଼ଉ
ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରିର ପୁନ୍ଦାଳ ଗାଁରେ ଥିବା ଦେଶୀ ମଦ କାରଖାନା ଉପରେ ଆଜି(ସୋମବାର) ପୋଲିସ ଓ!-->…
କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନବନିଯୁକ୍ତ ନିଦେ୍ର୍ଧଶକଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ!-->…
ରଥଯାତ୍ରା ଅନୁମତି ନଦେବାରୁ ଅପିଲ କରିଥିବା ଆବେଦନକାରୀଙ୍କ ଘର…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାତି ପାହିଲେ ରଥଯାତ୍ରା ହେଲେ ଏହାକୁ ନେଇ ଏବେ ବି ଲାଗି ରହିଛି ଲୁଚକାଳି ଖେଳ । ସୁପି୍ରମକୋର୍ଟଙ୍କ!-->…
ଗଞ୍ଜେଇ ସହ ମିଳିଲା ଜାଲ୍ ନୋଟ: ନିଲମ୍ବିତ କନଷ୍ଟେବଳଙ୍କ ସମେତ ୩…
ଫୁଲବାଣୀ,(ବି.ବି.ନୁ୍ୟଜ୍): ଗଞ୍ଜେଇ ଚୋରା ଚାଲାଣ ମାମଲାରେ କନ୍ଧମାଳ ଜିଲ୍ଲାର ଜଣେ ନିଲମ୍ବିତ କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ଫିରିଙ୍ଗିଆ!-->…

