Browsing Category
ଅପରାଧ
ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପନôୀଙ୍କୁ ଧାରୁଆ ଅସ୍ତ୍ରରେ!-->…
ଶଟ୍ଡାଉନ୍ରେ ଚାଲିଥିଲା ବେପାର: ଧରାପଡିଲା ୨୮ ଲକ୍ଷର ବ୍ରାଉନସୁଗର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶଟ୍ଡାଉନ୍ ବେଳେ ଜବତ ହୋଇଛି ୨୮ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର । କଟକ ପୀରବଜାର ଅଞ୍ଚଳରୁ ବାଇକ୍ରେ ଯାଉଥିବା!-->…
ବାଘ ଓ ହରିଣ ଛାଲ ଜବତ: ଦୁଇ ଗିରଫ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି ।!-->…
ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧା ହେଲେ
ସାଲେପୁର,(ବି.ବି.ନୁ୍ୟଜ୍): ଅଗ୍ନିଶମ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ!-->…
ସିକୁ୍ୟରିଟି ସୁପରଭାଇଜରଙ୍କୁ ବନ୍ଧୁକ ଦେଖାଇ ଅପହରଣ
ଭୁବନେଶ୍ୱର,(ବି.ବି.ନୁ୍ୟଜ୍):ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ସୁନ୍ଦରପଦା ସ୍ଥିତ ହାଇଟେକ୍ ପ୍ଲାଜାର ସିକୁ୍ୟଟିଟି ସୁପରଭାଇଜରଙ୍କୁ!-->…
ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ହାତୀ
ବାରିପଦା,(ବି.ବି.ନୁ୍ୟଜ୍): ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ!-->…
ଚଢ଼ିଗଲା ଟ୍ରକ: ଜନ୍ମଦିନରେ ଚାଲିଗଲା ୯ବର୍ଷର ଝିଅର ଜୀବନ
ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡେ଼ନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି (ରବିବାର) ଏକ ମର୍ମନ୍ତୁଦ!-->…
ହତ୍ୟାକାରୀ ପୁଅକୁ ପୁଲିସ ଜିମା ଦେଲା ମା’
କେନ୍ଦୁଝର,(ବି.ବି.ନୁ୍ୟଜ୍): ସାମାନ୍ୟ ବଚସାରୁ ଗାମୁଛାରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲା ସ୍ୱାମୀ । ହତ୍ୟା ପରେ ରହୁଥିବା ଭଡା!-->…
ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ
ଭବାନୀପାଟଣା,(ବି.ବି.ନୁ୍ୟଜ୍): ବଜ୍ରାଘାତ ସହାୟତା ଟଙ୍କାରେ ଭାଗ ବସାଇବା ମହଙ୍ଗା ପଡ଼ିଛି ପୁଲିସ ବାବୁଙ୍କୁ । କନଷ୍ଟେବଲ ଜରିଆରେ ଲାଞ୍ଚ!-->…
ଗଣ୍ଡାହାତୀର ହତ୍ୟା ଅଭିଯୁକ୍ତକୁ ଧରିଲା ଆନ୍ଧ୍ର ପୁଲିସ
ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍): ଆନ୍ଧ୍ରର ସୀମାନ୍ତ ମେଳିଆପୁଟି ଥାନା ଅଞ୍ଚଳରେ ଗତ ଡିସେମ୍ବରରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆନ୍ଧ୍ର!-->…

