Browsing Category
ଅପରାଧ
ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେନି ପୁଅ
ରାୟଗଡ, (ବି.ବି.ନୁ୍ୟଜ୍): ସଙ୍ଗରୋଧରେ ଏକମାତ୍ର ପୁଅ । ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେନି । ଭିଡିଓ କଲିଂରେ ଶେଷ ଦର୍ଶନ କଲାପରେ!-->…
ଥାନାକୁ ଯାଉଥିବା ମହିଳାଙ୍କୁ ଅପହରଣ ଉଦ୍ୟମ: କନଷ୍ଟେବଳଙ୍କ ସମେତ ୩…
ଭୁବନେଶ୍ୱର (ବି.ବି.ନୁ୍ୟଜ୍): ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କ!-->…
୧୫୦ ଲିଟର ରନ୍ଧା ମଦ ଜବତ
ବାସୁଦେବପୁର (ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥନାା ଅନ୍ତର୍ଗତ ଇରମରୁ ଆଜି (ମଙ୍ଗଳବାର) ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ!-->…
ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଗିରଫର ଦିନକରେ ପରେ ବାହାରେ ବୁଲୁଛି…
ନୀଳଗିରି, (ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବାଜଣେ ଯୁବତୀଙ୍କୁ ଦୁଷ୍କର୍ମ!-->…
ଚାରିରି ପ୍ରଲୋଭନ ଦେଖାଇ ଅସଦାଚରଣ ଅଭିଯୋଗ
ସୋର, (ବି.ବି.ନୁ୍ୟଜ୍): ଏକ ଘରୋଇ ବ୍ୟାଙ୍କରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ!-->…
କାଠ ପୋଲରୁ ପଡ଼ି ନଦୀରେ ଭାସି ଗଲା ୪ ବର୍ଷର ଶିଶୁ
ରାଉରକେଲା, (ବି.ବି.ନୁ୍ୟଜ୍): ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ । ଘଟଣାଟି ଘଟିଛି ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ!-->…
ବୋଲେରୋ ଭିତରେ ରାତି ସାରା ପଡ଼ିରହିଲା ମୃତଦେହ
ଢେ଼ଙ୍କାନାଳ, (ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଗଉଡକାଟେଣୀ ନିକଟରେ ଗତକାଲି!-->…
ଜମିବାଡ଼ି ବିବାଦ: ପୁଅକୁ ପିଟି ପିଟି ମାରିଦେଲା ବାପା
ଉମରକୋଟ, (ବି.ବି.ନୁ୍ୟଜ୍): ଜଣେ ବ୍ୟକ୍ତି ତାଙ୍କ ପୁଅକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ଗିରଫ କରି ଘଟଣାର!-->…
ନଦୀରୁ ମିଳିଲା ମୋନାଲିସାଙ୍କ ମୃତଦେହ
ଲମତାପୁଟ, (ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ପଡ଼ୁଆ ଥାନା ଅନ୍ତର୍ଗତ ପଡେ଼ଇ ଗାଁରେ ଶୌଚ ପାଇଁ ଯାଇ ଜଣେ ନାବାଳିକା ନଦୀରେ ଭାସି!-->…
କ୍ୱାରେଣ୍ଟାଇନ୍ ଜୋନ୍ ଘୋଷଣା କରି ଧରାଛୁଆଁ ଦେଲେନି: ତାତିଲେ ଲୋକେ
କେନ୍ଦୁଝର, (ବି.ବି.ନୁ୍ୟଜ୍): କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଥମେ ୭୨ ଘଣ୍ଟା କ୍ୱାରେଣ୍ଟାଇନ୍ ଜୋନ୍ ହେବ ବୋଲି ଘୋଷଣା କରାଗଲା । ହେଲେ!-->…

