Browsing Category
ଅପରାଧ
ଲକ୍ଡାଉନ୍ ପୋଛିଦେଲା ମଥାର ସିନ୍ଦୂର
ପୋଲସରା,(ବି.ବି.ନୁ୍ୟଜ୍): କରୋନାକୁ ନେଇ ସାରାଦେଶରୁଗୋଟିଏ ପରେ ଗୋଟିଏ କରୁଣ କାହାଣୀ ଆସୁଥିବା ବେଳେ ଏହି ତାଲିକାରେ ଆଉ ଗୋଟିଏ ଚିତ୍ର!-->…
ରାଜଧାନୀ ଉପକଣ୍ଠରୁ ୬ କ୍ବିଣ୍ଟାଲ ୬୦ କିଲୋ ଭାଙ୍ଗ ଜବତ
ବାଲିପାଟଣା, (ବି.ବି.ନୁ୍ୟଜ୍):ଲକଡାଉନ୍ରେ ବି ଚାଲିଛି ବେଧଡ଼କ ନିଶା କାରବାର। ରାଜ୍ୟରେ ଲକଡାଉନ ନିୟମର ଅବଧି ମେ ୩୧ ପର୍ୟ୍ୟନ୍ତ!-->…
ସାଙ୍ଗ ଉପରେ ଏସିଡ୍ ଢାଳି ଦେଲା ସାଙ୍ଗ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍):ତୁ କେବଳ ମୋ ପାଇଁ, ମୋର ଯଦି ହେବୁନାହିଁ , ତୁ କାହାର ହେବୁନାହିଁ । ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଘଟଣା!-->…
ଯୁବତୀଙ୍କୁ ହତ୍ୟା ଧମକ, ପ୍ରେମିକ ଗିରଫ
କେନ୍ଦୁଝର, (ବି.ବି.ନୁ୍ୟଜ୍): ଏକତରଫା ପ୍ରେମ ପାଇଁ କିଛି ବି କରିପାରେ ପ୍ରେମିକା । ଏପରିକି ଭଲ ପାଉଥିବା ଯୁବତୀକୁ ହତ୍ୟା ଧମକ ଦେବା!-->…
ତିହିଡ଼ି ଗ୍ୟାସ୍ ଏଜେନ୍ସି ଲୁଟ୍ର ପର୍ଦ୍ଦାଫାଶ: ୩ ଗିରଫ
ଭଦ୍ରକ, (ବି.ବି.ନୁ୍ୟଜ୍):ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ହାଣି ଟଙ୍କା ଲୁଟ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ମିଳିଥିବା!-->…
ବଜ୍ରପାତରେ ଦୁଇ ମୃତ
ଜଳେଶ୍ୱର, (ବି.ବି.ନୁ୍ୟଜ୍): ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ଭୋଗରାଇ ଥାନା କାନ୍ଥି ଭଉଁରୀ ପଞ୍ଚାୟତ ବଡ଼ପାହି ଗ୍ରାମରେ ଏଭଳି!-->…
କରୋନା ହଟିବ ବୋଲି ମୁଣ୍ଡ,ଗଣ୍ଡି ଅଲଗା କରିଦେଲେ ପୁଜକ
ନରସିଂହପୁର, (ବି.ବି.ନୁ୍ୟଜ୍): ମନ୍ଦିର ଭିତରେ ବିଭତ୍ସ ହତ୍ୟାକାର୍ଡ ଘଟାଇଛନ୍ତି ପୂଜକ । ଏପରି ଜଘନ୍ୟ ହତ୍ୟାକାଣ୍ଡ ଗତ ରାତିରେ କଟକ!-->…
ସୁରଟରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ, ଚାଲିଗଲା ଜୀବନ
ମୟୂରଭଞ୍ଜ, (ଘାଷିରାମ ବେହେରା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୁରଟରୁ ଫେରି ହୋମ କ୍ୱାରେଣ୍ଟାଇନ୍ରେ ଥିବା!-->…
ଗୋÂୀ ସଂଘର୍ଷ: ଚାରି ଗିରଫ
ରାଉରକେଲା, (ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲା ବାସନ୍ତି କଲୋନୀରେ ବୁଧବାର ରାତିରେ ଦୁଇ ଗୋÂୀ ମଧ୍ୟରେ!-->…
ସରପଞ୍ଚ ସ୍ବାମୀଙ୍କ ଦାଦାଗିରି
କମାକ୍ଷାନଗର: ସରପଞ୍ଚ ସ୍ବାମୀଙ୍କ ଦାଦାଗିରି। ହିତାଧିକାରୀ ଆବାସ ଯୋଜନାରେ ଖଣ୍ଡେ ଘର ପାଇବା ଲାଗି ସରପଞ୍ଚଙ୍କ ନିକଟରେ ଗୁହାରି!-->…

