Browsing Category
ଅପରାଧ
ଜୁଆ ଚଢ଼ଉ, ୯ ଗିରଫ
ବିଷମକଟକ,(ବି.ବି.ନୁ୍ୟଜ): ବିଷମକଟକ ଥାନା ଅଞ୍ଚଳରେ ପୁଲିସ୍ ପକ୍ଷରୁ ଜୁଆ ଆ‡ାରେ ଚଢଉ କରାଯାଇ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି ।!-->…
ମମିତା ମେହେର ନିଖୋଜ ଘଟଣା: ପୋଡ଼ି ପୋତି ଦେଇଥିଲା
ବଲାଙ୍ଗିର,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର!-->…
ପଟ୍ଟାମୁଣ୍ଡାଇରେ କଙ୍ଗାରୁ କୋର୍ଟ:ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ…
କେନ୍ଦ୍ରାପଡ଼ା,(ବି.ବି.ବୁ୍ୟରୋ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ବଡ଼ପଡ଼ା-ସାହୁପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ!-->…
ପାଞ୍ଚ ଗଡ଼ କରି ଅଖାରେ ପୂରାଇ କେନାଲକୁ ଫିଙ୍ଗି ଦେଇଥିଲେ!
ଜଗତସିଂହପୁର,(ବି.ବି.ବୁ୍ୟରୋ): ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ବଡ଼ବାଗ ଗ୍ରାମର ରାମଚନ୍ଦ୍ର ସାହୁ(୨୫)ଙ୍କୁ ବୀଭତ୍ସ ଭାବେ ହତ୍ୟା!-->…
ଆଖୁବାଡ଼ିରୁ ଗିରଫ ହେଲା ଗୋବିନ୍ଦ,ବଲାଙ୍ଗିର ପୁଲିସ ହେପାଜତରେ
ବଲାଙ୍ଗିର,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର!-->…
ମିନି ଷ୍ଟାଡିୟମରୁ ଦେହାବଶେଷ ଉଦ୍ଧାର
ଗୋଲାମୁଣ୍ଡା,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା!-->…
୨୨୪ କିଲୋ ଗଞ୍ଜେଇ ଜବତ:୨ଗିରଫ
ତୁମୁଡିବନ୍ଧ, (ବି.ବି.ନୁ୍ୟଜ): ଗୋଚ୍ଛାପଡ଼ା ପୁଲିସ ଆଜି ପୁଣି ଜବତ କରିଛି ୧୮୨ କିଲୋ ଗଞ୍ଜେଇ । ଗୋଚ୍ଛାପଡ଼ା ଥାନା ପୁଲିସ ବିଶେଷ!-->…
ଅଢେ଼ଇ କୋଟିର ବ୍ରାଉନସୁଗର ଜବତ
ଜଳେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ ଓ ପୁଲିସକୁ ମିଳିଛି ବଡ଼ ସଫଳତା । ଏକକାଳୀନ ୨.୫ କୋଟି ଟଙ୍କାର!-->…
କୁକୁଡ଼ାଗାଲିରେ ଚଢ଼ଉ, ୧୩ ଅଟକ
ଜୟପୁର,(ବି.ବି.ବୁ୍ୟରୋ): ବାଲିଆ ପଞ୍ଚାୟତ କୁନ୍ତରଖାଲ ପାଖ ଜଙ୍ଗଲରେ କୁକୁଡ଼ାଗାଲି ଚାଲିଥିବା ବେଳେ ଚଢଉ କରିଛି ସଦର ପୁଲିସ । ଜୁଆ!-->…
ମଦୁଆ ସ୍ୱାମୀକୁ ମାରିଦେଲା ସ୍ତ୍ରୀ
ଝାରବନ୍ଧ, (ବି.ବି.ନୁ୍ୟଜ): ବିହା ହେବାର ପଚିଶ୍ ବଛର୍ ହେଲାନ । ପିଲାଛୁଆ ଯୁଆନ ହେଲେନ । ପୁଓ-ବହ କଲିନ । ତଥାପି ଗୁଟେ ଦିନ୍ ବି ଶାନ୍ତି!-->…

