Browsing Category
ଅପରାଧ
ଅସ୍ତ୍ରଶସ୍ତ୍ର ଲୁଟିଲେ, ସାଙ୍ଗରେ ୩ ମୃତ ଦେହକୁ ନେଇଗଲେ: ଜାରି…
ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ଗତ ଶନିବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟ ପରେ!-->…
ଗୁଣି ଗାରେଡ଼ି ସନ୍ଦେହରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ,…
ବାଲିଗୁଡ଼ା: ଗତ ୬ ତାରିଖରେ କନ୍ଧମାଳ ଜିଲ୍ଲା ସିନ୍ଦ୍ରୀଗାଁର ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି!-->…
ଅଗ୍ନିକାଣ୍ଡରେ ଜଳିଗଲା ଚାରୋଟି ଦୋକାନ, ଲକ୍ଷାଧିକ ଟଙ୍କାର…
ପାରାଦୀପ : ବଡ଼ପଡିଆ ମାର୍କେଟ ରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୪ଟି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ଧ୍ବଂସ ହୋଇଯାଇଛି। ଅଗ୍ନିକାଣ୍ଡ!-->…
ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ କଲେ ଦୁର୍ବୃତ୍ତ
କଣ୍ଟାବାଞ୍ଝି : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବସଷ୍ଟାଣ୍ଡ ପାଖ ଆଦର୍ଶପଡା ନିକଟରେ ଥିବା ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ୍ ଉଦ୍ୟମ!-->…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସାଲେପୁର : ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନ୍ ରେ ଲୁଗା ଲଗାଇ ମହିଳା ଜଣଙ୍କ ଝୁଲିଥିବା ଦେଖିବାକୁ ମିଳିଛି!-->…
ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ମୋହନା : ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ହାଟପଦା ଠାରେ ଅଭାବନୀୟ ଘଟଣା । ବନ୍ଦ କଠୋରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ!-->…
କରୋନା କଟକଣା, ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ
ଖଲ୍ଲିକୋଟ : କରୋନାକୁ ନେଇ ଗୁଜବ ପ୍ରଚାର ଅଭିଯୋଗରେ ଯୁବକ ଗିରଫ । ଛତ୍ରପୁର ଆର୍ୟ୍ୟପାଲି ଗାଁର ଯୁବକ ଜଣେ ବିଦେଶ ଫେରନ୍ତାଙ୍କୁ କରୋନା!-->…
କାଠ ସହ ମିନିଟ୍ରକ ଜବତ, ୪ ଗିରଫ
ବୁଗୁଡ଼ା,(ବି.ବି.ନୁ୍ୟଜ୍): ବନ ବିଭାଗ ପକ୍ଷରୁ ଆମ୍ବିଳି ଝର ନିକଟରେ କାଠ ବୋଝେଇ ମିନିଟ୍ରକ, ବାଇକ ଜବତ କରବା ସହ ଚୋରା ଚାଲାଣ ଅଭିଯାଗରେ!-->…
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍: ୨ ଗିରଫ
ସୋରଡ଼ା,(ବି.ବି.ନୁ୍ୟଜ୍): ଦୁଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହାର!-->…
ମାଓବାଦୀଙ୍କ ଆମ୍ବୁସ୍ରେ ୧୭ ଯବାନ ସହିଦ
ମାଲକାନଗିରି,(ବି.ବି.ନୁ୍ୟଜ୍): ସମଗ୍ର ବିଶ୍ୱ କରୋନା ଆତଙ୍କରେ ଥିବା ବେଳେ ଛତିଶଗଡ଼ରେ ଲାଲ୍ ଆତଙ୍କ । ସୁକମା ପୁଲିସ୍କୁ ମିଳିଛି ବଡ଼!-->…

