Browsing Category
ଅପରାଧ
ଡ୍ୟାମ୍ରେ ବୁଡି ୩ ଯୁବକ ମୃତ
ଗୁଣପୁର,(ବି.ବି.ନୁ୍ୟଜ୍): ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ଗାଧୋଇବା ବେଳେ ଡ୍ୟାମ୍ରେ ଚାଲିଯାଇଛି ୩ ଯୁବକଙ୍କ ଜୀବନ । ରାୟଗଡା!-->…
୮.୫ ହଜାର ଜାଲ୍ ନୋଟ୍ ଜବତ: ୨ ଗିରଫ
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍):ପ୍ରଥମ ଥର ପାଇଁ ଜାଲନୋଟ୍ କାରବାର ଅଭିଯୋଗରେ ଆଦର୍ଶ ଥାନା ପୁଲିସ କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗ୍ରାମର!-->…
୨ ଭାଇ ଗିରଫ, ୧.୮୦ ଲକ୍ଷର ବ୍ରାଉନସୁଗର ଜବତ
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ବ୍ରାଉନସୁଗାର ବିକ୍ରିର ନୂଆ ତରିକା । ଆଗ ବଡ଼ଭାଇ ଟଙ୍କା ରଖୁଥିଲା ଓ ପରେ ଫୋନରେ କହିବା ପରେ ସାନ ଭାଇ!-->…
ମଦ ଦୋକାନ ଆଗରେ ଗଣ୍ଡଗୋଳ
ବାହାନଗା, (ବି.ବି.ନୁ୍ୟଜ୍): ମଦ ପିଇବାକୁ ନେଇ ଦୁଇ ଗୋÂୀ ମଧ୍ୟରେ ପ୍ରଥମେ ବଚସା ହେଲା । ପରେ ଗଣ୍ଡଗୋଳର ରୂପ ନେଲା । ପରିସ୍ଥିତି ଏପରି!-->…
ସତ୍ୟବାଦୀରେ ପୁଣି ହତ୍ୟାକାଣ୍ଡ:ରାଜପଥରେ ଗଡ଼ିଲା ମୁଣ୍ଡ
ସାକ୍ଷୀଗୋପାଳ, (ବି.ବି.ନୁ୍ୟଜ୍): ସତ୍ୟବାଦୀ ଥନା ଅଧୀନ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ । ଗୁଳି!-->…
ହୋଲିରେ ଅଘଟଣ:ବୁଡ଼ିଗଲେ ୧୪
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରଙ୍ଗର ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଯାଇଛି ଅଘଟଣ । ପାଣିରେ ବୁଡ଼ିଯାଇ ୧୪ଜଣଙ୍କ!-->…
ବିହାରରେ ରକ୍ତର ହୋଲି, ୨ ଲୁଟେରାଙ୍କୁ ପିଟି ପିଟି ମାରିଦେଲେ
ସୀତାମଢୀ : ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୁମ ଧାମରେ ପାଳିତ ହୋଇଛି। ତେବେ ବିହାର ସୀତାମଢି ଜିଲ୍ଲା ସୋନବରସାରେ ଲୋକେ ରକ୍ତରେ ହୋଲି!-->…
ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା ଉପରେ ଚଢଉ କରି ଭାଙ୍ଗିଲେ…
ଭଦ୍ରକ: ଚୋରା ମଦ ପିଇ ମାତାଲିଙ୍କ ଉତ୍ପାତରେ ଦେଖି ରାଗିଲେ ମହିଳା ଦଳ । ମଦ ଦୋକାନ ଘର ଭାଙ୍ଗିବା ସହ ଦେଶୀ ମଦ ନଷ୍ଟ କରିଛନ୍ତି ।!-->…
ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା…
ପାଟଣା : ସାରା ରାଜ୍ୟରେ ଆଜି ହୋଲି ପର୍ବ ପାଇଁ ଉତ୍ସବର ମାହୋଲ ଥିବାବେଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ହଳଦୀବଟା ଗ୍ରାମରେ ଘଟିଛି!-->…
ହୋଲି ଖେଳରୁ ଗୋଷ୍ଠୀ ସଂଘର୍ଷ, ୬ ଆହତ
ଆଠଗଡ: ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ!-->…

