Browsing Category
ଅପରାଧ
ଓଡ଼ିଆ ପ୍ରଶ୍ନପତ୍ର ଲିକ୍, ଭାଇରାଲ୍!
କଟକ,(ବି.ବି.ବୁ୍ୟରୋ): ସବୁ ବାହାସ୍ଫୋଟ ଚୂର୍ମାର୍ । ସବୁ ପ୍ରସ୍ତୁତି, ରଣନୀତି ଧୂଳିସାତ୍ । ବିଭ୍ରାଟ, ଲିକ୍ ଓ ଭାଇରାଲ୍ରୁ ହିଁ ଆରମ୍ଭ!-->…
ଭଦ୍ରକରେ ଦୁଇଗୋÂୀ ମୁହାଁମୁହିଁ, ୨ କର୍ମୀ ଆହତ
ଭଦ୍ରକ,(ବି.ବି.ନୁ୍ୟଜ୍): ଦୀର୍ଘ ୨୦ ବର୍ଷ ଧରି ଦେଶର ସର୍ବବୃହତ ଜାତୀୟ ଦଳ କଂଗ୍ରେସ କ୍ଷମତା ଅଳିନ୍ଦ ଠାରୁ ଦୂରରେ । ଦଳୀୟ କନ୍ଦଳ ଦଳକୁ!-->…
ଅଟୋରୁ ଖସିି ପ୍ରଥମ ଶ୍ରେଣୀ ଛାତ୍ର ମୃତ
ଦିଗପହଣ୍ଡି (ବି.ବି.ନୁ୍ୟଜ୍): ଚଳନ୍ତା ଅଟୋରୁ ଖସିି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତୁ୍ୟ । ମୃତକ ଦିଗପହଣ୍ଡି ସରସ୍ୱତୀ ଶିଶୁ ମନ୍ଦିରର!-->…
ଛଟପଟର ଭିଡିଓ ରେକର୍ଡିଂ କଲେ
ଭଦ୍ରକ,(ବି.ବି.ନୁ୍ୟଜ୍): ହଜିଗଲା ମାନବିକତା । ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ଯୁବକ । ତାଙ୍କ ଛାତିଥରା!-->…
କ୍ଲିନିକ୍ରେ ରୋଗୀ ମୃତୁ୍ୟରୁ ଉତ୍ତେଜନା
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବ୍ରହ୍ମାନଗରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରୋଗୀ ମୃତୁ୍ୟକୁ ନେଇ ଉତ୍ତେଜନା । ସୋମବାର ରାତିରେ!-->…
ରିକା୍ସରେ ବୋହିଲେ ଶବ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବ୍ରହ୍ମପୁର ସହରରେ ଏଭଳି ଘଟିଛି । ବଡ଼ ଡାକ୍ତରଖାନାରେ ଶବ ବୋହିବାକୁ!-->…
ହାଇୱା- ବାଇକ୍ ଧକ୍କା, ୨ ମୃତ
ରଙ୍ଗେଇଲୁଣ୍ଡା, (ବି.ବି.ନୁୃଜ୍): ଗୋଳନ୍ଥରା ଥାନା ଅନ୍ତର୍ଗତ ଚଟି ଛକ ଠାରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ!-->…
ଭିଡିଓ କନ୍ଫରେନ୍ସିଂ ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ
ଛତ୍ରପୁର, (ବି.ବି.ନୁ୍ୟଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ସମୟରେ ଜଣେ ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ ।!-->…
ଝଟାକଟାକୁ ନେଇ ଶିକ୍ଷକଙ୍କୁ ହତ୍ୟା
ଗୋରୁମହିଷାଣୀ, (ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢେଇପାହାଡି ଗ୍ରାମ ପଂଚାୟତର ଜାମପାଣି ଗ୍ରାମରେ!-->…
ଉଲଗ୍ନ କରି ପିଟିଲା ବାପା, କାନ୍ଦି କାନ୍ଦି ଘରୁ ପଳାଇଲା ପୁଅ
ଜଗମୋହନପୁର,(ବି.ବି.ନୁ୍ୟଜ୍): ବାପା ବ୍ୟାଙ୍କ୍ କର୍ମଚାରୀ ଓ ମା’ ବ୍ଲକ୍ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ । ହେଲେ ଶିଶୁ ପୁତ୍ର ସହ!-->…

