Browsing Category
ଅପରାଧ
ଉକ୍ରଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବ୍ରହ୍ମପୁର ଗୋସାଇଁନୂଆଗାଁ ଉକ୍ରଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି ।!-->…
ବନ୍ଦ କୋଠରୀରେ ଜଳି ଗର୍ଭବତୀ ନବବଧୂଙ୍କ ମୃତୁ୍ୟ
କେନ୍ଦୁଝର, (ବି.ବି.ନୁ୍ୟଜ୍): ବନ୍ଦ କୋଠରୀରେ ନିଆଁ ସଂସ୍ପର୍ଶରେ ଆସି ଜଣେ ୬ ମାସର ଗର୍ଭବତୀ ନବବଧୂ ପୋଡ଼ି ପ୍ରାଣ ହରାଇଛନ୍ତି । ଏଭଳି!-->…
୨୨ରେ ନିର୍ଭୟା ବଳାକ୍ରାରୀଙ୍କୁ ଫାଶୀ
ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ମଙ୍ଗଳବାର ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ୪ ଦୋଷୀଙ୍କ ପାଇଁ ଡେଥ!-->…
ଯନ୍ତ୍ରୀଙ୍କ ଶବ ଜଙ୍ଗଲରୁ ଉଦ୍ଧାର
କୋରାପୁଟ,(ବି.ବି.ନୁ୍ୟଜ୍): ବୋରିଗୁମ୍ମାରେ ଆଲୋଡ଼ନ । ଉଦ୍ଧାର ହୋଇଛି ନିଖୋଜ ବ୍ଲକ ଗ୍ରାମ୍ୟ ଜଳଯେଗାଣ ଓ ପରିମଳ ବିଭାଗ କନିÂ ଯନ୍ତ୍ରୀ!-->…
ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ!
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଆୟ ବହିିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘରର ଜଣେ କୋଟିପତି ପ୍ରଧାନ ଶିକ୍ଷକଙ୍କ!-->…
ଯୋରନ୍ଦାରେ ଯୁବକଙ୍କୁ ଛୁରାମାଡ଼
ଢେଙ୍କାନାଳ,(ବି.ବି.ନୁ୍ୟଜ୍): ମହିମାଧର୍ମର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଯୋରନ୍ଦାରେ ସୋମବାର ସଂଧ୍ୟାରେ ଜଣେ ଯୁବକଙ୍କୁ ଛୁରାମାଡ!-->…
ଗୋଟିଏ ଜୁଇରେ ଦମ୍ପତି, ଅନ୍ୟଟିରେ ମାଆ-ପୁଅ
ପାତ୍ରପୁର, (ବି.ବି.ନୁ୍ୟଜ୍): ଗୋଟିଏ ଜୁଇରେ ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ ଏବଂ ଆଉ ଗୋଟିଏ ଜୁଇରେ ମାଆ ଓ ପୁଅ । ଗତକାଲି ଦୁର୍ଘଟଣାରେ ଦୁଇ!-->…
ବାଥ୍ରୁମ୍ରେ ମହିଳାଙ୍କ ଫଟୋ ଉଠାଇ ଛେଚା ଖାଇଲେ ୩ ଯୁବକ
ଭୋଗରାଇ,(ବି.ବି.ନୁ୍ୟଜ୍): ଜଣେ ନୁହେଁ, ଏକାଧିକ ମହିଳାଙ୍କ ବାଥ୍ରୁମ୍ର ଫଟୋ ଉଠାଇ ଧରାପଡ଼ିଥିବା ତିନି ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ!-->…
ଟ୍ରାକ୍ଟର ଓଲଟି ୨ ମୃତ, ୩ ଗୁରୁତର
ଜଳେଶ୍ୱର, (ବି.ବି.ନୁ୍ୟଜ୍): ଟ୍ରାକ୍ଟର ଓଲଟି ପଡ଼ିବାରୁ ରବିବାର ସକାଳେ ୨ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩ଜଣ ଗୁରୁତର ଆହତ!-->…
ହତ୍ୟା ସନେ୍ଦହ, ଜଣେ ଅଟକ
ଧାମନଗର,(ବି.ବି.ନୁ୍ୟଜ୍): କ୍ଷେତରୁ ବାରମ୍ବାର ପନି ପରିବା ଚୋରି ହେଉଥିବା ବେଳେ ତାହାକୁ ଜଗିବାକୁ ଯାଇ ଦୁର୍ବୃତ୍ତଙ୍କ ଦ୍ୱାରା ଜଣେ!-->…

