Browsing Category
ଅପରାଧ
୩୧ ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ପିସ୍ତଲ ଜବତ୍ :ଜଣେ ଗିରଫ, ୫…
ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ନିଶା କାରବାର ବନ୍ଦ ହେବାର ନାଁ ଧରୁନି । ପୁଣି ଜଳେଶ୍ୱରର ଏକ ବିଦ୍ୟାଳୟ ସମ୍ମୁଖରୁ ବୁଧବାର!-->…
ଟ୍ରକ୍ ଚାପାରେ ବାଇକ୍ ଚାଳକ ମୃତ:ଟ୍ରକ୍ ଓ ବାଇକ୍ ଜଳିଗଲା
ଦେବଗଡ଼,(ବି.ବି.ନୁ୍ୟଜ୍): ଦେବଗଡ଼ ଥାନା ପ୍ରଭାସୁଣି ଜଡ଼ାଗୁଳା ଛକରେ ଆଜି ସନ୍ଧ୍ୟାରେ ଟ୍ରକ୍ ଚାପାରେ ଜଣେ ବାଇକ୍ ଚାଳକଙ୍କ ମୃତୁ୍ୟ!-->…
ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ନେଇ ବିବାଦ: ବଡ଼ ଭାଇର ଭୁଜାଲି…
ସିମୁଳିଆ,(ବି.ବି.ନୁ୍ୟଜ୍): ବଡ଼ ଭାଇ ସମ୍ପତ୍ତି ପାଇଁ ସାନ ଭାଇର ଜୀବନ ନେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ!-->…
ଦିଲ୍ଲୀପ ହତ୍ୟା ମାମଲା, ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ :ହତ୍ୟାକାଣ୍ଡ…
ପୁରୀ,(ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ଦିଲ୍ଲୀପ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅସ୍ତରଙ୍ଗ ଥାନାରେ!-->…
ମହଙ୍ଗା ପଡ଼ିଲା ସେଲ୍ଫି, ବଦଳିଲେ ଇନ୍ସପେକ୍ଟର୍ ବୁଲୁ ମୁଣ୍ଡା
ପୁରୀ,(ବି.ବି.ନୁ୍ୟଜ୍): ଅସ୍ତରଙ୍ଗ ଦିଲ୍ଲୀପ ସ୍ୱାଇଁ ହତ୍ୟା ମାମଲା ତଥା ୩ ବର୍ଷରେ ୬ଟି ଧର୍ତ୍ତବ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୁକ୍ତ!-->…
ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ବିରୋଧ
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଲୋକଙ୍କ ବିରୋଧ ଯୋଗୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପାରଳାଖେମୁଣ୍ଡିରେ ହେବାକୁଥିବା ପ୍ରସ୍ତାବିତ!-->…
ମକାପୁଟ ଡମ୍ପିଂୟାର୍ଡ ପାଇଁ ୨୬୫ ଛାତ୍ରୀଙ୍କ ଜୀବନ ଦୁର୍ବିସହ
ଜୟପୁର,(ବି.ବି.ନୁ୍ୟଜ୍): ଭଲ କରି ଦେଖନ୍ତୁ ଏ ଦୃଶ୍ୟ । ଶିକ୍ଷାନୁÂାନକୁ ଲାଗି ରହିଛି ପୌର ପ୍ରଶାସନର ଡମ୍ପିଂୟାର୍ଡ । କିନ୍ତୁ ଅଳିଆ!-->…
ସିମେଣ୍ଟ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି,(ବି.ବି.ନୁ୍ୟଜ୍): ସିମେଣ୍ଟ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ । ଆନ୍ଧ୍ରରୁ ଯାଉଥିଲା ଅନୁଗୁଳ । ଏହି ସମୟରେ ଚିତ୍ରକୋଣ୍ଡା!-->…
ମଦୁଆ ବାପର କାଠ ଫାଳିଆରେ ଶିଶୁ କନ୍ୟା ମୃତୁ୍ୟ
ଆନନ୍ଦପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ପୌରପରିଷଦ ୧୩ ନଂ ୱାଡର଼୍ ସାଉଟିସାହିରେ ଦୁଃଖଦ!-->…
ଉଦଳାରେ ପୁଣି ମାତିଲେ ଲୁଟେରା : ଦୁଇ ଘଣ୍ଟାରେ ଦୁଇଟି ଲୁଟ୍
ଉଦଳା , (ବି.ବି.ନୁ୍ୟଜ୍): ଉଦଳା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ପୁଣି ଚଲାଇଲେ ରାଜୁତି । ସ୍ପଷ୍ଟ ଦିବାଲୋକରେ ଦୁଇ ଘଣ୍ଟା!-->…

