Browsing Category
ଅପରାଧ
ସ୍ୱାମୀଙ୍କ ଶବ ସହ ଦୁଇ ରାତି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାମୀଙ୍କ ଶବ ସହ ଦୁଇ ଦିନ କାଟିଲେ ପତ୍ନୀ । ଘରୁ ଦୁର୍ଗନ୍ଧ ବାହାରକୁ ନ ଯିବାକୁ ଜାଳୁଥିଲେ ଧୂପକାଠି ।!-->…
ଗଳାକାଟି ଯୁବକଙ୍କୁ ହତ୍ୟା
ରାୟଗଡ଼ା,(ବି.ବି.ନୁ୍ୟଜ): ଅମ୍ବାଦଳା ଥାନା ରଘୁବାରୀ ଗାଁରେ ଅମାନବୀୟ କାଣ୍ଡ । ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବକ!-->…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ଜଗତସିଂହପୁର,(ରାକେଶ ଦାସଙ୍କଠାରୁ): କୁଜଙ୍ଗ ଅତିରିକ୍ତ ଜିଲ୍ଳା ଓ ଦୌରଜଜ୍ ପ୍ରଣବ କୁମାର ରାଉତରାୟ ଏକ ହତ୍ୟା ମାମଲାର ବିଚାର କରି ସମସ୍ତ!-->…
ସହଯୋଗୀର ଗୁଳିରେ ଚାଷୀ ଗୁରୁତର
ଭଞ୍ଜନଗର, (ବି.ବି.ନୁ୍ୟଜ): ଧାନ କ୍ଷେତରେ ଫୁଟିଲା ଗୁଳି । ବାର୍ହାଙ୍କୁ ଘଉଡାଇବା ପାଇଁ ଯାଇଥିବା ବେଳେ ସହଯୋଗୀର ଦେଶୀ ବନ୍ଧୁକରୁ ଗୁଳି!-->…
୩ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ
ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ୨୦୧୬ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ଗଣବଳାକ୍ରାର ଘଟଣାର ବିଚାର!-->…
ମହିଳାଙ୍କୁ ସାତବେଣ୍ଟିଆ କରି ଚୂନକାଳି ମାରି ବୁଲାଇଲେ
ପଟ୍ଟାମୁଣ୍ଡାଇ,(ବି.ବି.ନୁ୍ୟଜ): ଋଣ କରାଇ ଦେବାକୁ କହି ବିଫଳ ହୋଇଥିବା ଜଣେ ମହିଳାଙ୍କୁ ଏସ୍ଏଚ୍ଜିର କେତେଜଣ ସଦସ୍ୟା ଓ ସେମାନଙ୍କ ପୁରୁଷ!-->…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
କେନ୍ଦୁଝର,(ବି.ବି.ନୁ୍ୟଜ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଟାଟା ପାୱାର ଉତ୍ତର ଓଡ଼ିଶା ଡିଷ୍ଟ୍ରିବୁ୍ୟଟର ଲିଃର!-->…
ଘରୁ ଡାକିନେଇ ମାରିଦେଲେ:୮ ଅଭିଯୁକ୍ତ ଗିରଫ, ୩ ମହିଳା ସଂପୃକ୍ତ
ଅନୁଗୁଳ,(ବି.ବି.ବୁ୍ୟରୋ): ପୂର୍ବ ଶତୃତାରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଘରୁ ଡାକିନେଲେ । ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ଆକ୍ରମଣ ।!-->…
ପୂର୍ବ ଶତ୍ରୁତା: ଗୋଡେ଼ଇ ଗୋଡେ଼ଇ ହାଣିଲେ
ଛତ୍ରପୁର,(ବି.ବି.ନୁ୍ୟଜ): ସ୍ପଷ୍ଟ ଦିବାଲୋକରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ!-->…
ଟ୍ରକ୍ ଧକ୍କାରେ ଯୁବକ ମୃତ
ଫୁଲନଖରା,(ବି.ବି.ନୁ୍ୟଜ): ୧୬ ନଂ ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦାଠାରେ ରବିବାର ରାତି ପ୍ରାୟ ୮ଟା ସମୟରେ ଏକ ଟ୍ରକ୍!-->…

