Browsing Category
ଅପରାଧ
ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।ପ୍ରତାପ ପରିଡା ଓ ତାର!-->…
୬ ବର୍ଷର ନାବାଳକକୁ ପରିଚିତ ଯୁବକ କଲା ଦୁଷ୍କର୍ମ
ଆନନ୍ଦପୁର: ଘଷିପୁରା ଥାନା ଶାଳପଡା ସପ୍ତାହିକ ହାଟକୁ ବାପା ସହ ବୁଲିଆସିଥିବା ବେଳେ ଘରେ ଛାଡ଼ିଦେବି କହି ବାପାଠାରୁ ପୁଅକୁ ନେଇଯାଇଥିଲା!-->…
ବାପାଙ୍କ ଶବକୁ ବାଇକରେ ବୋହିନେଲେ ପୁଅ
ନବରଙ୍ଗପୁର: ଦାରିଦ୍ର୍ୟ ପାଇଁ ଶବକୁ ମିଳିଲାନି ସମ୍ମାନ। ବାପାଙ୍କ ମୃତ ଦେହକୁ ବାନ୍ଧି ବାଇକରେ ନେବା ସମୟରେ ଉମରକୋଟ ସହରର କିଛି!-->…
ଋଣ କାରବାରରୁ ମହିଳାଙ୍କୁ ହତ୍ୟା!
ଜଗତସିଂହପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ ଚାଟ୍ରା (ଜୟବଡ଼ ପାଖ) ଗ୍ରାମରେ ଋଣ ଅର୍ଥ କାରବାର ଏବଂ ହଡ଼ପକୁ କେନ୍ଦ୍ର କରି ବିସ୍ପୋରକ!-->…
ଆନ୍ତଃଜିଲ୍ଲା ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଧାଫାଶ :୫ ଅଭିଯୁକ୍ତ…
ସମ୍ବଲପୁର,(ବି.ବି.ନୁ୍ୟଜ୍): ଚାରମାଳ ଥାନା ପୁଲିସ୍ ଏବଂ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢାଉ କରି ଜିଲ୍ଲା ତଥା ଜିଲ୍ଲା ବାହାରେ!-->…
ଦୁର୍ଘଟଣାରେ ଶାଶୂ ମୃତ, ଜ୍ୱାଇଁ ଗୁରୁତର
କଣ୍ଟାମାଳ, (ବି.ବି.ନୁ୍ୟଜ୍): କଣ୍ଟାମାଳ-ମନମୁଣ୍ଡା ୪୧ନଂ ରାଜ୍ୟରାଜପଥର ବଡ଼କୁଶଙ୍ଗ ଜଙ୍ଗଲ ପାଖ ମେଟାକାନୀ ମନ୍ଦିର ନିକଟରେ ଆଜି ଏକ!-->…
ଅଙ୍ଗନବାଡି ଗୃହରୁ ଯୁବକଙ୍କ ଶବ ଉଦ୍ଧାର ଘଟଣା:ଗ୍ରାମବାସୀ ଘେରିଲେ…
ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳଙ୍କ ଶବ ଏକ!-->…
ଯୁବତୀଙ୍କୁ କମେଣ୍ଟମରାକୁ ନେଇ ଉତ୍ତେଜନା, ମହିଳାଙ୍କ ଥାନା ଘେରାଉ
ଜେକେପୁର,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନାକୁ ଆଜି ଶତାଧିକ ମହିଳାଙ୍କ ପକ୍ଷରୁ ଘେରାଉ କରାଯାଇଛି । ଚାନ୍ଦିଲି ପୁଲିସ!-->…
ବିଦୁ୍ୟତ୍ ତାର ସ୍ପର୍ଶରେ ଯୁବକ ମୃତ:ଚିକିତ୍ସା ନକରି ଖତଗଦାରେ…
ଭଞ୍ଜନଗର, (ବି.ବି.ନୁ୍ୟଜ୍): ବାର୍ହା ବିପôାତରୁ ନିସ୍ତାର ପାଇଁ ଚାଷ ଜମିରେ ବିଛା ଯାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଜଣେ!-->…
ଦ୍ୱିତୀୟ ଏନ୍କାଉଣ୍ଟର: ପୁଲିସ ପଞ୍ଝାରେ ଅପରାଧୀ ପ୍ରମୋଦ
ଛତ୍ରପୁର,(ବି.ବି.ନୁ୍ୟଜ୍): ଚବିଶ ଘଣ୍ଟା ନପୂରୁଣୁ ଗଞ୍ଜାମ ପୁଲିସର ଦ୍ୱିତୀୟ ଏନ୍କାଉଣ୍ଟର । ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମର ପ୍ରମୋଦ!-->…

