Browsing Category
ଅପରାଧ
ବାଘ ଛାଲ, ବନ୍ଧୁକ ଜବତ:ଶିକାରୀ ଗିରଫ
ମନମୁଣ୍ଡା: ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗାଁ ନିକଟରୁ ବୁଧବାର ଷ୍ଟେଟ୍ ଟାସ୍କଫୋର୍ସ ଟିମ୍ ଚଢଉ କରି ଏକ ବାଘ!-->…
ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଅଧ୍ୟାପକ
ଭବାନୀପାଟଣା: କଟକ ଭିଜିଲାନ୍ସ୍ ନିଦେ୍ର୍ଧଶାଳୟର ନିଦେ୍ର୍ଧଶରେ ରାଉଲକେଲାରୁ ଏକ ଭିଜିଲାନ୍ସ ଟିମ୍ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ!-->…
୭୦ ହଜାର ଲିଟର ପୋଚ, ୧୨ ହଜାର ଲିଟର ଦେଶୀ ମଦ ନଷ୍ଟ
ବାଲେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ପୁରୁଣା ବାଲେଶ୍ୱର ସମେତ ଆଖାପାଖ ଅଞ୍ଚଳରେ ଚଢ଼ଉ!-->…
ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ୍ ଟିମ
ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ଘଟଣା ଅଡୁଆ ସୂତା ମଧ୍ୟରେ ଛନ୍ଦି ହୋଇଯାଉଛି । ଘଟଣାକୁ ୯ ଦିନ!-->…
ଅଣ୍ଡିରା ହାତୀଛୁଆର ମୃତଦେହ ଉଦ୍ଧାର
ଢେ଼ଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନେ୍ଦାଳ ରେଞ୍ଜ ବାବନ୍ଧ ସେକ୍ସନ ଅନ୍ତର୍ଗତ ଠେଙ୍ଗା ଗାଁ ନିକଟସ୍ଥ ବିଲରୁ ଏକ ଛୁଆ!-->…
ବିଷ ଦିଆଯାଇଥିବା ସନେ୍ଦହ
କେନ୍ଦୁଝର: ସୋମବାର କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳ(ବିଜେପି) ରେଞ୍ଜରେ ଦୁଇ ହାତୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଛି ।!-->…
ଘର ଭିତରୁ ମା’, ଶିଶୁପୁତ୍ରର ମୃତଦେହ ଉଦ୍ଧାର
ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ୨ବର୍ଷର ଶିଶୁ ପୁତ୍ର ସମେତ ମା’ର!-->…
ଅନ୍ୟତମ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ, ୧୫ ହଜାର ଟଙ୍କା ଜରିମାନା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଦୁଇ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦେବା ସହ ଦୁଇହାତ ପାପୁଲି କଟା ମାମଲାର ଶେଷ ଅଭିଯୁକ୍ତ ପର୍ଶୁରାମ!-->…
ଡିଜିଙ୍କୁ ଭେଟିଲେ ଏସିଏଫ୍ ସୌମ୍ୟଙ୍କ ବାପା
କଟକ: ପାରଳାଖେମୁଣ୍ଡି ଫରେଷ୍ଟ୍ ଡିଭିଜନ୍ର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ!-->…
ପରିବାର ଲୋକଙ୍କ ବୟାନ ରେକର୍ଡ
ପାରଳାଖେମୁଣ୍ଡି: ଗଜପତି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଘଟଣାରେ ରହସ୍ୟ ବଢିବା ସାଙ୍ଗକୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।!-->…

