Browsing Category
ଅପରାଧ
ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କଲେ ପରିବାର ଲୋକ
ରଙ୍ଗେଇଲୁଣ୍ଡା: ପନôୀଙ୍କ ଚରିତ୍ରକୁ ସନେ୍ଦହ କରି ହତ୍ୟା ଅଭିଯୋଗରେ ଗୋଳନ୍ଥରା ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି । ତେବେ ଗିରଫ!-->…
ଯୁବକଙ୍କୁ ଅପହରଣ ପରେ ଲୁଟ୍ ମାମଲା
ଜୟପୁର: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନନ୍ତପାଲ୍ଲୀ ଏମ୍ଭି-୮୧ର ଭୋଳା ସରକାର(୨୬) ଅପହରଣ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଆଉ ଜଣେ!-->…
କୋଭିଡ୍ ହସପିଟାଲରେ ଆଉ ୨ ମୃତ
ଜୟପୁର: ସ୍ଥାନୀୟ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ ୨ ଜଣଙ୍କ ଜୀମନ ଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ବୈପାରିଗୁଡ଼ା ବ୍ଲକ!-->…
ସ୍ପେ୍ର କରି ଯୁବତୀଙ୍କୁ ବେହୋସ ଉଦ୍ୟମ
ଜୟପୁର: ଘରେ କେହି ନଥିବା ବେଳେ ଜଣେ ଯୁବତୀଙ୍କୁ ବେହୋସ ଉଦ୍ୟମ । ଯୁବତୀଙ୍କ ମୁହଁକୁ କୌଣସି ତୀବ୍ର ଗନ୍ଧଯୁକ୍ତ ସାମଗ୍ରୀ ସ୍ପେ୍ର!-->…
୨ଟି ଟିଫିନ୍ ବୋମା ଉଦ୍ଧାର
ଚିତ୍ରକୋଣ୍ଡା: ଯବାନମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ପୋତିଥିବା ୨ଟି ଟିଫିନ୍ ବୋମା ଉଦ୍ଧାର ପରେ ନିଷ୍କି୍ରୟ କରାଯାଇଛି ।!-->…
ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ
ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ କାରବାର । ଲକ୍ଡାଉନ୍ ଓ!-->…
ଟ୍ରକ୍ ସହ ୪୫ ଲକ୍ଷର ଗଞ୍ଜେଇ ଜବତ
ଜୟପୁର: କୋରାପୁଟ ସୀମାନ୍ତରୁ ବିହାର ଚାଲାଣ ବେଳେ ଧରାପଡିଛି ଗଞ୍ଜେଇ ଟ୍ରକ । କାରବାରରେ ଲିପ୍ତ ଅଭିଯୋଗରେ ସଦର ପୁଲିସ ୨ ଜଣଙ୍କୁ ଗିରଫ!-->…
ବିଚାରାଧୀନ କଏଦୀର ଆତ୍ମହତ୍ୟା
ଯାଜପୁର: ରଗଡ଼ି ସ୍ଥିତ ଯାଜପୁର ରୋଡ ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।!-->…
୩ ମୃତ, ୩ ଗୁରୁତର
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁ ନିକଟରେ ବାଇକ ଓ ସ୍କୁଟି ମୁହାଁମୁହି ଧକ୍କା ହେବା ଫଳରେ ଜଣେ ମହିଳା ସମେତ ୩!-->…
ଖସିଗଲା ମାଓ ନେତା ଦାସୁର!
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଣି ମୁହାଁମୁହିଁ ହୋଇଛନ୍ତି ଯବାନ ଓ ମାଓବାଦୀ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨୫!-->…

