Browsing Category
ଅପରାଧ
ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା!
ଖଲ୍ଲିକୋଟ: ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ୍ ବିଏନ୍ପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ଛେଲୁ ଗ୍ରାମ କୁମ୍ଭାର ସାହିିରେ ପାରିବାରିକ!-->…
ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ତାଳଚେର: ପାରିବାରିକ କଳହର କରୁଣ ପରିଣତି ଶୁକ୍ରବାର ଦେଖିବାକୁ ମିଳିଛି ତାଳଚେର ଥାନା ଇଲାକାରେ । ପନôୀ ଚରିତ୍ରକୁ ନେଇ ସନେ୍ଦହ ।!-->…
ବିସ୍ଫୋରଣରେ ବାଣଦୋକାନ ଛାରଖାର
କୋଣାର୍କ: ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିରେ ଥିବା ବାଣ ଗୋଦାମରେ ନିଆଁ!-->…
ଶବ ପୋତିବାକୁ ନେଇ ଉତ୍ତେଜନା, ରାସ୍ତାରୋକ
ମୟୂରଭଞ୍ଜ : କବଖାନାରେ କୋଭିଡ ମୃତକଙ୍କୁ ପୋତିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ରାସ୍ତାରୋକ। ବାରିପଦା ସହରସ୍ଥିତ ୱାର୍ଡ ନମ୍ବର!-->…
୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କାଠ ଜବତ, ଜଣେ ଗିରଫ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ!-->…
ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ
ଭଦ୍ରକ: ଭଦ୍ରକରେ ଲକଡାଉନ ଓ ସଟଡାଉନ ସମୟରେ ମଧ୍ୟ ନିଶା କାରବାର ଚରମ ସୀମାରେ ପହଁଚିଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ପୁଣି ଏକ ସଫଳତା!-->…
ନାଳରେ ଭାସିଯାଇ ଜଣଙ୍କ ମୃତ
ଟିକିରି: କାଶୀପୁର ବ୍ଲକ୍ ଦୋରାଗୁଡା ଥାନା ଉପରକମ୍ପର ଗାଁ ନାଳରେ ଭାସିଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ହେଲେ ଗାଁର!-->…
ସାପ କାମୁଡ଼ାରେ ବୃଦ୍ଧ ମୃତ
ପଟ୍ଟାଙ୍ଗି: ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତ ଖଜୁରୀଗୁଡ଼ା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଛି । ମୃତକ!-->…
ଗିରିଧର ହତ୍ୟା ମାମଲା, ୩ ଅଭିଯୁକ୍ତ ଗିରଫ
ନନ୍ଦପୁର,(ବି.ବି.ନୁ୍ୟଜ): ବହୁ ଚର୍ଚ୍ଚିତ ନନ୍ଦପୁର ଥାନା ପରଟା ଗାଁର ଗିରିଧର ଗୋଲରୀଙ୍କ ହତ୍ୟା ମାମଲାରେ ପୁଲିସକୁ ମିଳିଛି ସଫଳତା ।!-->…
କଳାଧନ ନେଇ ଯାଉଥିଲେ, ୧୮ ଲକ୍ଷ ଜବତ
ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ଆଦିବାସୀ ଉନ୍ନୟନ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ (ଡିଏମ୍) ଜୟ ପ୍ରକାଶ ମହାନ୍ତି ସୁନ୍ଦରଗଡ଼ରୁ ୧୮!-->…

