Browsing Category
ଅପରାଧ
ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆରଆଇ
ଦିଗପହଣ୍ଡି,(ବି.ବି.ନୁ୍ୟଜ): ଦିଗପହଣ୍ଡି ତହସିଲ୍ ଅନ୍ତର୍ଗତ ଭୀଷ୍ମଗିରି ରାଜସ୍ୱ ନୀରିକ୍ଷକ (ଆର୍ଆଇ) ଆଜି ଭିଜିଲାନ୍ସ ହାତରେ ଧରା!-->!-->!-->…
ଦେଢ ଲକ୍ଷର ଗଞ୍ଜେଇ ଜବତ, ୬ ଗିରଫ
କୋରୁକୋଣ୍ଡା,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୁଲିସ ୬ ଜଣଙ୍କୁ!-->!-->!-->…
ଷ୍ଟେସନ ଭଙ୍ଗାରୁଜା କରି ନିଅାଁ ଲଗାଇଦେଲେ
ନୟାଗଡ଼,(ବି.ବି.ନୁ୍ୟଜ): ନୟାଗଡ଼ ରେଳ ଷ୍ଟେସନରେ ଅସାମାଜିକମାନେ ଘଟାଇଛନ୍ତି ଲଙ୍କାକାଣ୍ଡ । ଗତକାଲି ରାତିରେ ରେଳ ଷ୍ଟେସନ ପରିସରରେ!-->!-->!-->…
ଆରଡ଼ି ଫାଣ୍ଡି ପୁଲିସର ଦବଙ୍ଗଗିରି
ଭଦ୍ରକ,(ବି.ବି.ନୁ୍ୟଜ): ଯଦି ଆମ ଦୁଇ ପୁତ୍ର ଭୂଲ କରିଛନ୍ତି । ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । କିନ୍ତୁ ମିଥ୍ୟା!-->!-->!-->…
ଜୀବନ ହାରିବାକୁ ଆସିଥିଲେ, ଜୀବନସାଥୀ ପାଇଲେ
ସୋର,(ବି.ବି.ନୁ୍ୟଜ): ଘରୋଇ କଳି ଅସହ୍ୟ ହେଲା । ସେଥିପାଇଁ ୭ କିମି ଦୂର ଚାଲି ଚାଲି ଜଣେ ଯୁବତୀ ଆସି ଟ୍ରେନ୍ ଆଗକୁ ଡେଇଁ ଜୀବନ!-->!-->!-->…
ଶିକାରୀ ଗିରଫ, ମାରଣାସ୍ତ୍ର ଜବତ
ନୀଳଗିରି,(ବି.ବି.ନୁ୍ୟଜ): ନୀଳଗିରି ଉପଖଣ୍ଡସ୍ଥ କୁଲଡିହା ଅଭୟାରଣ୍ୟରୁ ସୋମବାର ଭୋର ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ୩ଜଣ!-->!-->!-->…
ପ୍ରେମ ସଂପର୍କକୁ ନେଇ ଆକ୍ରମଣ: ୬ ଗୁରୁତର ଆହତ
ଡୁଙ୍ଗୁରିପାଲି,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ସିଆଲି ଗ୍ରାମରେ ଆଜି ପ୍ରେମ ସଂପର୍କକୁ ନେଇ!-->!-->!-->…
ଆଦିବାସୀ ବିଧବା ମହିଳାଙ୍କୁ ଗଣ ବଳାକ୍ରାର
ବାଲେଶ୍ୱର,(ବି.ବ.ନୁ୍ୟଜ): କିଛି ଦିନର ବ୍ୟବଧାନରେ ପୁଣିଥରେ ଚାନ୍ଦିପୁର ନିକଟସ୍ଥ ନାଉପାଳଗଡ଼ି ଚର୍ଚ୍ଚାକୁ ଆସିଛି । ସେଠାରେ ଜଣେ!-->!-->!-->…
ଜ୍ୱାଇଁଙ୍କ ଯୌନାଙ୍ଗ କାଟିଲେ ଶ୍ୱଶୁର, ଶଳା
ବାଲେଶ୍ୱର,(ବି.ବି.ନୁ୍ୟଜ): ଜନୈକ ଯୁବକଙ୍କୁ ଦ୍ୱିତୀୟ ବିବାହ ମହଙ୍ଗା ପଡ଼ିଛି । ଦୁଇ ସଉତୁଣୀ ମଧ୍ୟରେ ବିବାଦ ନଥଲେ ବି ଦୁଇ ଶ୍ୱଶୁର!-->!-->!-->…
ଟ୍ରକ ଧକ୍କାରେ ବାପା ମା ମୃତ, ଝିଅ ଗୁରୁତର
ଯାଜପୁର : ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଯାଇଛି ଏକ ଦମ୍ପତିଙ୍କ ଜୀବନ। ଅନାଥ ହୋଇଯାଇଛି ସେମାନଙ୍କ ୮ ବର୍ଷର ଝିଅ। ତା’!-->!-->!-->…

