Browsing Category
ଅପରାଧ
ରାସ୍ତା ଉପରେ ଜଳିଗଲା ବାଇକ
ନୟାଗଡ଼,(ବି.ବି.ନୁ୍ୟଜ): ଆଜି ମଧ୍ୟାହ୍ନରେ ନୟାଗଡ଼ ସହର ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଏକ ବାଇକ୍ ହଠାତ୍ ଜଳିଯାଇଛି । ବାଇକ୍!-->!-->!-->…
ଗୋଡ଼ାଇ ଗୋଡ଼ାଇ ହାଣିଲେ, ୩ ଗୁରୁତର
ଦିଗପହଣ୍ଡି,(ବି.ବି.ନୁ୍ୟଜ): ଅସୁରକ୍ଷିତ ଦିଗପହଣ୍ଡି ସବ୍ରେଜିଷ୍ଟ୍ରାର ଅଫିସ ପରିସର । ଦଶ ମିନିଟ୍ ଧରି ଆତଙ୍କ ଦେଖିବାକୁ ମିଳିଥିଲା!-->!-->!-->…
ପାଇପ୍ ଚୋରି କରି ୫ ଗିରଫ
ଖମାର,(ବି.ବି.ନୁ୍ୟଜ): ପାଳଲହଡା ବ୍ଲକ୍ ତଥା ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତ ଇଲାକାରୁ ଗତ ରାତିରେ ଏଲ୍ଏଣ୍ଡ୍ଟିର ପାଣି ପାଇପ୍ ଚୋରି!-->!-->!-->…
ଦାବାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଛୁରା ମାଡ଼
କଣିହାଁ,(ବି.ବି.ନୁ୍ୟଜ): କଣିହାଁ ଆମ୍ବପାଳ ଏନ୍ଟିପିସି ରେଲ୍ୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୁର୍ବୃତ୍ତର ଛୁରା ମାଡ଼ରେ!-->!-->!-->…
ମହିଳାଙ୍କୁ ବଳାକ୍ରାର, ହତ୍ୟା
ଅନୁଗୁଳ,(ବି.ବି.ନୁ୍ୟଜ): ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁପଡ଼ିଆରେ!-->!-->!-->…
ବାଇକରୁୁ ମିଳିଲା ୫୦ ଲକ୍ଷ
ପିପିଲି,(ବି.ବି.ନୁ୍ୟଜ): ପିପିଲି ଉପନିର୍ବାଚନରେ ନିର୍ବାଚନୀ ହିଂସା ପରେ ଆଜି ନିର୍ବାଚନୀ ବଣ୍ଟା ଟଙ୍କା ଠାବ ହୋଇଛି । ପିପିଲି!-->!-->!-->…
ଶିଶୁ ବିକ୍ରି ଅଭିଯୋଗ ଆଣିଲେ ନାବାଳିକା ପୀଡ଼ିତା
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ପ୍ରଯନô କେନ୍ଦ୍ର(ସିସିଆଇ)ର!-->!-->!-->…
ବନ୍ଧା ହେଲେ ଲାଞ୍ଚୁଆ ପୁଲିସ୍ ବାବୁ
କଟକ,(ବି.ବି.ନୁ୍ୟଜ): ବଦଳି ହୋଇ ଆସିଲା ପରେ ମଧ୍ୟ ପୂର୍ବ ଥାନା ଅଞ୍ଚଳରୁ ଲାଞ୍ଚ ଖାଇବା ନିଶା ଛାଡ଼ିନଥିଲା ପୁଲିସ୍ ବାବୁଙ୍କୁ ।!-->!-->!-->…
ମାଓବାଦୀଙ୍କୁ ମୂଳପୋଛ କରାଯିବ: ଡିଜିପି
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଓଡ଼ିଶାରେ ଏବେ ମାଓବାଦୀଙ୍କ ପ୍ରଭାବ କମିିଛି । ମାଓ ଗତିବିଧି ଶୂନକୁ ଆଣିବାକୁ ପୁଲିସ!-->!-->!-->…
୨୨ ଯବାନ ସହିଦ, ୩୦ ଗୁରୁତର
ମାଲକାନଗିରି,(ବିବିନୁ୍ୟଜ):ମାଓବାଦୀଙ୍କ ଆମ୍ବୁସ୍ରେ ଫସିଗଲେ । ସହିଦ ହୋଇଗଲେ ୨୨ ଜଣ ଯବାନ । ଗୁରୁତର ହେଲେ ପାଖାପାଖି ୩୦ । ଗତ!-->!-->!-->…

