Browsing Category
ଅପରାଧ
ଗଞ୍ଜେଇ ଚୋରା ଚାଲାଣ ବେଳେ ୬ ଗିରଫ
ରଣପୁର : ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ । ରଣପୁର ବ୍ଲକ ରାଜସୁନାଖଳାରେ ଚଢାଉ କରି ୩୬୬ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ!-->!-->!-->…
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ
କଟକ : କଟକ ସଦର ଥାନା ଅନ୍ତର୍ଗତ ହରିଅନ୍ତା ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ମହିଳାଙ୍କ ସ୍ବାମୀ କାବୁ ଓରଫ ପ୍ରଦୀପ୍ତ!-->!-->!-->…
ଟଙ୍କା ହଡ଼ପ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ
ନୀଳଗିରି: ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡପ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ତଦନ୍ତ କରି ସଂପୃକ୍ତ ପୁର୍ବତନ ପ୍ରଧାନ!-->!-->!-->…
ଶିଶୁ ମୃତୁ୍ୟକୁ ନେଇ ଡାକ୍ତରଖାନାରେ ଉତ୍ତେଜନା
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଡାବୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ଶିଶୁର ମୃତୁ୍ୟକୁ!-->!-->!-->…
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର
ଫୁଲବାଣୀ,(ବି.ବି.ନୁ୍ୟଜ): ଜଣେ ଅଧସ୍ତନ କର୍ମଚାରୀଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି ଫିରିଙ୍ଗିଆ!-->!-->!-->…
ବୃଦ୍ଧଙ୍କୁ ପଥର ଛେଚି ହତ୍ୟା ସନେ୍ଦହ
ସୋରଡ଼ା,(ବି.ବି.ନୁ୍ୟଜ): ଗାଁ ଠାରୁ ଗୋଟିଏ କିଲୋମିଟର ଦୂରରେ ବୃଦ୍ଧଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ପୁଲିସ ସନେ୍ଦହ କରୁଛି ।!-->!-->!-->…
ନରକଙ୍କାଳ ଠାବ ଘଟଣାରେ ୩ ଗିରଫ
ବାଲିଗୁଡ଼ା,(ବି.ବି.ନୁ୍ୟଜ): ରବିଙ୍ଗିଆ ଜଙ୍ଗଲ ମାଟିତଳୁ ନରକଙ୍କାଳ ଠାବ ଘଟଣାର ପର୍ଦ୍ଧାଫାସ କରିଛି ବାଲିଗୁଡ଼ା ପୁଲିସ ।!-->!-->!-->…
୩୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ୍, ଜଣେ ଗିରଫ
ଭଦ୍ରକ, (ବି.ବି.ନୁ୍ୟଜ): ଭଦ୍ରକ ପୁରୁଣାବଜାର ଥାନା ପୁଲିସ ୩୩୦ ଗ୍ରାମର ବ୍ରାଉନସୁଗର ଜବତ୍ କରିଛି । ଏହି ଘଟଣାରେ ପୁଲିସ ଜଣେ!-->!-->!-->…
ନିଖୋଜ ସମ୍ବାରୁଙ୍କ ମୃତଦେହ ଠାବ
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): କେଲାନରେ ଭାସିଯାଇ ନିଖୋଜ ହେବାର ୪୬ ଘଣ୍ଟା ପରେ ମୃତଦେହ ଠାବ । ଜୟନ୍ତିଗିର ନିକଟ!-->!-->!-->…
ନକଲି ମାଓବାଦୀ ଗିରଫ
ଜୟପୁର,(ବାସୁଦେବ ଜେନା): ନିଜକୁ ମାଓବାଦୀ ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦାବି କରିବା ମହଙ୍ଗା ପଡିଛି!-->!-->!-->!-->!-->…

