Browsing Category
ମନୋରଞ୍ଜନ
ରଥ ଯା’ ଚାଲିଯା ଚକ ଗଡ଼ି ଯାରେ
୧୯୬୨ ମସିହାରେ ମୁକ୍ତିପ୍ରାପ୍ତ କରିଥିଲା ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ନୂଆବୋଉ’ । ବିଭିନ୍ନ ଦୃଷ୍ଟିକୋଣରୁ!-->!-->!-->…
ବୁଢ଼ି ଠାକୁରାଣୀ ଯାତ୍ରା ୭ ଦିନ ପାଇଁ ଅନୁମତି
ବ୍ରହ୍ମପୁର, (ବି.ବି.ନୁ୍ୟଜ): ଚଳିତ ବର୍ଷ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରାକୁ ମାତ୍ର ସାତ ଦିନ ପାଇଁ ଅନୁମତି!-->!-->!-->…
ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
ଭୁବନେଶ୍ଵର: ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ। ଭକ୍ତିମୟ ପରିବେଶ!-->!-->!-->…
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଚ୍ଚିତା-ସବ୍ୟସାଚୀ
ଭୁବନେଶ୍ବର : ଯାହାର ପାଉଁଜି ପାଇଁ ଦିନେ ସେ ପାଗଳ ହୋଇଥିଲେ । ଯିଏ ତାଙ୍କୁ ଦିନେ ଲକ୍ଷେ ଫଗୁଣ ଆଣି ଦେଇଥିଲେ । ଯାହା ପାଇଁ ତାଙ୍କୁ!-->!-->!-->…
ଡାମନ୍ ମିସେସ୍ ଇଣ୍ଡିଆ ଟାଇଟଲ୍ ଜିତିଲେ ନବଦୀପ୍
ରାଜଗାଙ୍ଗପୁର,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବିଲେଇଗଡ଼ର ନବଦୀପ କୌର ଡାମନ୍ରେ ଆୟୋଜିତ ମିସେସ୍ ଇଣ୍ଡିଆ!-->…
କରୋନା ସହ ଲଢ଼ି ହାରିଗଲେ କଣ୍ଠଶିଳ୍ପୀ ସୁଧାଂଶୁ ବଳ
ରାଇରଙ୍ଗପୁର : କରୋନାରେ ଚାଲିଗଲେ ବିଶିଷ୍ଟ ଝୁମର କଣ୍ଠଶିଳ୍ପୀ ସୁଧାଂଶୁ ବଳ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଦୀର୍ଘ!-->…
ମାଣିକେଶ୍ୱରୀଙ୍କ ଭକ୍ତ ବିହୀନ ଭ୍ରମଣ
କଳାହାଣ୍ଡି,(ବି.ବି.ନୁ୍ୟଜ୍): କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାରେ ପ୍ରତିବର୍ଷ ଚଳଚଞ୍ଚଳ ହୋଇଉଠେ!-->…
ଭାରତରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନିଶା
ବୌଦ୍ଧ,(ବି.ବି.ନୁ୍ୟଜ୍): ଆସନ୍ତା ଏପ୍ରିଲ ମାସ ୨୦୨୧ରେ ମିଅାଁମାରରେ ହେବାକୁ ଥିବା ଲିଟିଲ ମିସ୍ ପ୍ରତିଯୋଗିତାରେ ଭାରତ ପକ୍ଷରୁ!-->…
ରିୟା ଚକ୍ରବର୍ତ୍ତୀ ଗିରଫ
ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ମଙ୍ଗଳବାର ଦିନ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି ଜ୍ଝ!-->…
ବିଧିରକ୍ଷାରେ ସୀମିତ ହେବ ନୂଆଁଖାଇ
ବଲାଙ୍ଗୀର/ସୋନପୁର/ସମ୍ବଲପୁର,(ବି.ବି.ବୁ୍ୟରୋ): ସକାଳ ପାହିଲେ ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଅଧିÂାତ୍ରୀ ଇଷ୍ଟଦେବୀ ମା’ ସମଲେଶ୍ୱରୀ ଓ!-->…

