Browsing Category
ସ୍ୱାସ୍ଥ୍ୟ
ଦିନକୁ ୩ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ
ଭୁବନେଶ୍ୱର: ଦୈନିକ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା । ସମୁଦାୟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ ଜଣଙ୍କୁ ଟିକାକରଣ କରିବାକୁ ଟାର୍ଗେଟ!-->…
ହସ୍ପିଟାଲରେ ହେଲା ୯୩ ବର୍ଷୀୟ କୋଭିଡ୍ ଆକ୍ରାନ୍ତଙ୍କ ଜନ୍ମଦିନ
ବଲାଙ୍ଗିର: ମହାମାରୀ କରୋନା କାହାକୁ ବି ଛାଡ଼ୁନାହିଁ। ପିଲା ଠାରୁ ବୁଢା ଯାଏ ସମସ୍ତଙ୍କୁ ସଂକ୍ରମିତ କରୁଛି। କରୋନା ରୋଗରେ ଆକ୍ରାନ୍ତ!-->…
ଆରଟିପିସିଆର୍ ଲାବ୍ ଉଦଘାଟିତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅrିଜେନ୍ ପ୍ଲାଣ୍ଟ୍ ପ୍ରତିÂା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
ଗୋଟିଏ ଦିନରେ ୪୦ ଜୀବନ ନେଲା କରୋନା
ଭୁବନେଶ୍ୱର: ସୋମବାର ୩୫, ମଙ୍ଗଳବାର ୩୭ ବୁଧବାର (ଆଜି)୪୦ । ୩ ଦିନରେ ସରକାରୀ ଭାବେ କରୋନାରେ ୧୧୨ ଜଣଙ୍କ ଜୀବନ ଯାଇଛି । ଘାତକ କରୋନାର!-->…
ରାଉରକେଲା ସ୍ୱାସ୍ଥ୍ୟସେବାର ପେଣ୍ଠସ୍ଥଳୀ ହେଉ: ଧର୍ମେନ୍ଦ୍ର
ରାଉରକେଲା,(ବି.ବି.ବୁ୍ୟରୋ): ରାଉରକେଲା ଠାରେ ସେଲ୍ ଦ୍ୱାରା ଆନୁଷଙ୍ଗିକ ମେଡିକାଲ ଭିତ୍ତିଭୂମି ସହ ପ୍ରତିÂା ହୋଇଥିବା ୧୦୦ ଶଯ୍ୟା!-->…
ବିଜେପି ପକ୍ଷରୁ ସେବା ଦିବସ ପାଳିତ
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ବିଧାନସଭା ବିକ୍ରମପୁର ମଣ୍ଡଳ ଅନ୍ତର୍ଗତ କୁସୁମିଠାରେ ଏନ୍ଡିଏ ସରକାରଙ୍କ!-->!-->!-->…
କରୋନାର ଦ୍ବିତୀୟ ଲହର ରୋକିବାକୁ ଲୋକେ ସହଯୋଗ କରନ୍ତୁ : ଗଞ୍ଜାମ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତି ଉପରେ ନଜର ରଖାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ!-->!-->!-->…
ଏନ୍ଆଇଟିରେ ଜଣେ କର୍ମଚାରୀ, ୧୩ ଛାତ୍ର ପଜିଟିଭ ଚିହ୍ନଟ
ରାଉରକେଲା,(ବି.ବି.ନୁ୍ୟଜ): ଜାତୀୟ ପ୍ରଯୁକ୍ତି ପ୍ରତିÂାନ (ଏନ୍ଆଇଟି)ରେ ଜଣେ କର୍ମଚାରୀ ଓ ୧୩ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିବା!-->!-->!-->…
ପ୍ରଥମ ଦିନରେ ଟିକା ନେଲେ ୨୦୪
ଅନୁଗୁଳ,(ବି.ବି.ନୁ୍ୟଜ): ସାରା ଦେଶ ପାଇଁ ଶନିବାର ଥିଲା ବଡ଼ଦିନ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆରମ୍ଭ ହେଲା କରୋନା ଟିକାକରଣ ।!-->…
ଢେଙ୍କାନାଳ ଜିଲ୍ଲାର ୨୨୩ ଜଣ ନେଲେ କରୋନା ଟିକା
ଢେଙ୍କାନାଳ,(ବି.ବି.ନୁ୍ୟଜ): ଶନିବାରଠାରୁ ସାରାଦେଶରେ ମହାମାରୀ କରୋନାର ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ!-->…