Browsing Category
ଦେଶବିଦେଶ
ରୋପୱେରୁ ଉଦ୍ଧାର ଶେଷ, ୪ ମୃତ
ରାଞ୍ଚି: ଝାଡ଼ଖଣ୍ଡ ଦେଓଘର ରୋପୱେରେ ଫସିିଥିବା ଲୋକମାନଙ୍କୁ ଉଦ୍ଧାର ଶେଷ ହୋଇଛି । ଦୀର୍ଘ ୪୫ ଘଣ୍ଟାର ପରିଶ୍ରମ ପରେ ୪୬ ଜଣଙ୍କୁ!-->…
ଦ. ଆଫ୍ରିକାରେ ଭୟଙ୍କର ବନ୍ୟା: ୪୫ ମୃତ
ଡର୍ବାନ: ଦକ୍ଷିଣ ଆଫ୍ରିକାର ଡର୍ବାନ୍ ସହରରେ ଭୟଙ୍କର ବନ୍ୟା ଯୋଗୁ ଅତିକମ୍ରେ ୪୫ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା ଯୋଗୁ ବନ୍ୟା!-->…
ପୁଟିନ୍ ସବୁବେଳେ ନିÂୁର: ଓବାମା
ୱାଶିଂଟନ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଆଜି ଜୋରଦାର ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍!-->…
ୟୁକ୍ରେନ୍ ହମଲାର ମହତ୍ ଉଦେ୍ଧଶ୍ୟ ରହିଛି: ପୁଟିନ୍
ମସ୍କୋ: ରୁଷର ୟୁକ୍ରେନ୍ ଆକ୍ରମଣ ପଛରେ ମହତ୍ ଉଦେ୍ଧଶ୍ୟ ରହିଛି । ଏହି ଉଦେ୍ଧଶ୍ୟ ଯେମିତି ହେଲେ ସାଧିତ ହେବ । ରୁଷ ରାଷ୍ଟ୍ରପତି!-->…
ବିଦୁ୍ୟତ୍ କମ୍ପାନିଙ୍କୁ ରୁଷୀ ହ୍ୟାକରଙ୍କ ଟାର୍ଗେଟ୍
କିଏଭ: ରୁଷ ସେନା ସହ ସଂଶ୍ଳିଷ୍ଟ ଏକ ହ୍ୟାକିଙ୍ଗ୍ ଗ୍ରୁପ୍ ୟୁକ୍ରେନ୍ର ବିଦୁ୍ୟତ୍ କମ୍ପାନିଗୁଡ଼ିକୁ ଟାର୍ଗେଟ୍ କରୁଛି । ବିଦୁ୍ୟତ୍!-->…
ଫିନଲାଣ୍ଡକୁ ରୁଷର ନାଲି ଆଖି
ମସ୍କୋ: ୟୁକ୍ରେନ୍ ଉପରେ ଆଜକୁ ୪୮ ଦିନ ହେଲା ଆକ୍ରମଣ ଜାରି ରଖିଥିବା ରୁଷ ଏବେ ଫିନ୍ଲାଣ୍ଡକୁ ନାଲି ଆଖି ଦେଖାଇଛି । ଏହା ପଛରେ ସମାନ!-->…
ରୁଷର ରାସାୟନିକ ହମଲା
କିଏଭ୍/ମସ୍କୋ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆଜକୁ ପ୍ରାୟ ୪୮ ଦିନ ହେଲା ଯୁଦ୍ଧ ଜାରି ରହିଛି । ଏବେ ରୁଷ ସେନା ପୂର୍ବାଞ୍ଚଳ ଉପରେ ପ୍ରଚଣ୍ଡ!-->…
ପାକିସ୍ତାନ ରାଜନୈତିକ ସଙ୍କଟ:ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନରେ ଗତ କିଛିଦିନ ହେଲା ଚାଲିଥିବା ରାଜନୈତିକ ହାଇଡ୍ରାମା ଏବେ ଥମିବାର ନଜର ଆସୁଛି । ଶନିବାର-ରବିବାର ରାତିରେ!-->…
ବୋଲ ମାନୁନି ମହାମାରୀ
ନୂଆଦିଲ୍ଲୀ: ଜିନ୍ପିଙ୍ଗ୍ ସରକାରଙ୍କ ‘ଶୂନ କୋଭିଡ୍’ ନୀତି ସତ୍ତେ୍ୱ ଚୀନ୍ରେ ବୋଲ ମାନୁନି କରୋନା ମହାମାରୀ । କଠୋର କଟକଣାକୁ ଫୁ କରି!-->…
ପୁଟିନ ଝିଅଙ୍କ ବିରୋଧରେ ୟୁରୋପୀୟ ସଂଘର କଟକଣା
କିଏଭ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ୨ ଝିଅ ମ୍ୟାରିଆ ଭୋରୋନଟସୋଭା ଏବଂ କ୍ୟାଟେରିନା ତିଖୋନୋଭାଙ୍କ ବିରୋଧରେ ୟୁରୋପୀୟ ସଂଘ!-->…