Browsing Category
ଦେଶବିଦେଶ
ସୀମାରେ ଚୀନକୁ ମୋଦିଙ୍କ ଚେତାବନୀ
ନୂଆଦିଲ୍ଲୀ: ବିସ୍ତାରବାଦର ଯୁଗ ଏବେ ଶେଷ ହୋଇଛି । ବର୍ତ୍ତମାନର ଯୁଗ ହେଉଛି ବିକାଶବାଦ । ଅତୀତ ଇତିହାସରେ ପ୍ରମାଣିତ ହୋଇଛି ଯେ!-->…
ପିଓକେକୁ ଆଉ ୨୦ ହଜାର ସୈନ୍ୟ ପଠାଇଲା ପାକିସ୍ତାନ
ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ଓ ଭାରତ ମଧ୍ୟରେ ବିବାଦ ବଢ଼ିଚାଲିଥିବା ବେଳେ ପାକିସ୍ତାନ ଏହାର ଫାଇଦା ନେବାକୁ ଷଡ଼୍ୟନ୍ତ୍ର ରଚିଛି ।!-->…
ଟିକ୍ଟକ୍ ସମେତ ୫୯ ଚାଇନା ଆପ୍ ବ୍ୟାନ୍
ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଅର୍ଥନୈତିକ ହମ୍ଲା ଆରମ୍ଭ କରିଛି ଭାରତ । ଟିକ୍ଟକ୍ ସମେତ ୫୯ଟି ଚାଇନା ଆପ୍କୁ ଦେଶରେ ବ୍ୟାନ୍ କରାଯାଇଛି ।!-->…
ଜଳ, ସ୍ଥଳ, ଆକାଶରେ ଚୀନକୁ ଘେରିବ
ନୂଆଦିଲ୍ଲୀ: ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଚୀନ୍କୁ ଘେରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଏଭଳି ସ୍ଥିତିରେ ଆମେରିକା, ରୁଷ,!-->…
ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ଆତଙ୍କୀ ଆକ୍ରମଣ, ୧୧ ନିହତ
କରାଚୀ: ପାକିସ୍ତାନର ବନ୍ଦରନଗରର କରାଚୀରେ ଥିବା ଦେଶର ସର୍ବବୃହତ ତଥା ପୁରୁଣା ଷ୍ଟକ ଏକ୍ସଚେଞ୍ଜ ଉପରେ ଆଜି ଆତଙ୍କୀ ଆକ୍ରମଣ ଘଟିଛି ।!-->…
ଚାଇନାକୁ ଜବାବ ଦେବକି ଭାରତ?
ନୂଆଦିଲ୍ଲୀ: ଚାଇନା ସୀମାରେ ଦେଶ ପାଇଁ ଯବାନମାନେ ଦେଇଥିବା ବଳିଦାନ କେବେ ହେଲେ ବୃଥା ଯିବନି । ଭାରତ ଶାନ୍ତିରେ ବିଶ୍ୱାସ କରେ । ହେଲେ!-->…
ଆହୁରି ୪ ଯବାନ ଗୁରୁତର, ଏକାଧିକ ନିଖୋଜ!
ନୂଆଦିଲ୍ଲୀ: ଗଲୱନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ଆହୁରି ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ!-->…
ସଂଘର୍ଷରେ ଚାଇନାର କମାଣ୍ଡିଂ ଅଫିସର ସହ ୩୫ ଯବାନ ମୃତାହତ:…
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱନ ଭ୍ୟାଲିରେ ଭାରତ ସହ ସୃଷ୍ଟି ହୋଇଥିବା ସଂଘର୍ଷରେ ୩୫ ଜଣ ଚାଇନିଜ ମୃତାହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ!-->…
ଚାଇନା ସୀମାରେ ସହିଦଙ୍କ ନାଁ ପ୍ରକାଶ କଲେ ସରକାର
ନୂଆଦିଲ୍ଲୀ: ଲଦାଖର ଗଲୱାନ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସଂଗଠିତ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ବୀର ଯବାନ ସହିଦ ହୋଇଛନ୍ତି । ଏହି!-->…
ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ଆଲୋଚନା ଆରମ୍ଭ
ନୂଆଦିଲ୍ଲୀ: ଲଦାଖର ଗଲୱାନ ଭ୍ୟାଲିରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ।!-->…