Browsing Category
ଓଡ଼ିଶା
ଡକାୟତି ଯୋଜନା ବେଳେ ଧରାପଡ଼ିଲେ ୫
ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି । ଏକ ଆନ୍ତଃରାଜ୍ୟ ଡକାୟତ ଦଳ ବଡଧରଣର ଡକାୟତି କରିବା ପାଇଁ ଉଦ୍ୟମ!-->…
ଚଳନ୍ତା ଟ୍ରେନ୍ ଇଞ୍ଜିନରେ ନିଆଁ
ରାୟଗଡ଼ା: ଚଳନ୍ତା ମାଲବାହୀ ଟ୍ରେନ୍ ଇଞ୍ଜିନ୍ରେ ଲାଗିଗଲା ନିଆଁ । ଦୀର୍ଘ ୨୦ ମିନିଟ୍ ଧରି ବିଭାଗୀୟ କର୍ମଚାରୀମାନେ ଏହାକୁ ଲିଭାଇବାରେ!-->…
ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ହୋମଗାର୍ଡ
ଜୟପୁର: ଗୁରୁତର ଅସସ୍ଥ ଜଣେ ଗର୍ଭବତୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ପୁଲିସ କର୍ମଚାରୀ । ସେ ହେଉଛନ୍ତି ସ୍ଥାନୀୟ ଏସ୍ଡିପିଓ!-->…
ମହମ୍ମଦାଜମାପୁରରେ ସଂଘର୍ଷ
ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତ ମହମ୍ମଦାଜମାପୁର ଗ୍ରାମରେ ଆଜି ସଂଘର୍ଷ ଘଟିଛି । ଜନୈକ ଯୁବକଙ୍କ ମୃତୁ୍ୟକୁ!-->…
ସୋଲାର୍ କରେଣ୍ଟ୍ ଲାଗି ହାତୀର ଜୀବନ ଗଲା
ଅନୁଗୁଳ: ବିପଦରେ ଗଜରାଜ । ଅନୁଗୁଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହାତୀର ମୃତୁ୍ୟ ଘଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ମଙ୍ଗଳବାର!-->…
ବଲାଙ୍ଗୀର ବନ୍ଧକ ଘଟଣାରେ ପର୍ଦ୍ଦାଫାଶ
ବଲାଙ୍ଗୀର: ବଲାଙ୍ଗିର ଶାନ୍ତିପଡ଼ାରେ ୩ଜଣଙ୍କୁ ବନ୍ଧକ ରଖିବା ଘଟଣାକୁ ନେଇ ପ୍ରେସମିଟ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ପ୍ରେମ ପାଇଁ!-->…
ଷ୍ଟେ୍ରଚରରେ ରୋଗୀଙ୍କୁ ଦୁଇ କିମି. ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ
ମାଲକାନଗିରି: ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ୱୁଲାନ୍ସ ପହଞ୍ଚି ପାରିଲାନାହିଁ । ଦୁଇ କିମି. କାଦୁଅ ରାସ୍ତାରେ ଷ୍ଟେ୍ରଚର୍ରୋ!-->…
ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ
ନବରଙ୍ଗପୁର: ରାଇଘର ବ୍ଲକ୍ ବୋବେଇ ପଞ୍ଚାୟତର ବୈପାରୀଡିହି ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତୁ୍ୟ ହୋଇଛି । ମୃତକ ହେଉଛନ୍ତି!-->…
ଶରୀରରେ ଲାଖିଯାଉଛି ଲୁହା ସାମଗ୍ରୀ
ରାୟଗଡ଼ା: ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକଙ୍କ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇ ଲୁହା ସାମଗ୍ରୀ ଲାଖିି ଯାଉଥିବା ନଜିର ରହିଛି । ଆଜି!-->…
ଗଞ୍ଜେଇ ସହ ବୋଲେରୋ ଜବତ, ୨ ଗିରଫ
ମୈଦଲପୁର: ପାହଡ଼ାହାଣ୍ଡି ବ୍ଲକ ମୈ÷ଦଲପୁର ପୁଲିସ ୬୪ କେଜି ଗଞ୍ଜେଇ ସହ ଏକ ବୋଲେରୋକୁ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ!-->…

