Browsing Category
ଓଡ଼ିଶା
ଦୁଇଟି ସ୍ଥାନରୁ ୫ ଯୁବତୀ ଉଦ୍ଧାର
କଟକ: କଟକ ସହରରେ ଏବେ ନିଧଡ଼କ ଭାବେ ଚାଲିଛି ସେr ର୍ୟାକେଟ୍ । ଲକ୍ଡାଉନ୍ କଟକଣା ଜଗିବାରେ ପୁଲିସ ବ୍ୟସ୍ତ ଥିବା ବେଳେ ତାହାର ସୁଯୋଗ ନେଇ!-->…
ମାଲକାନଗିରିକୁ ୟୁଏନଡିପିର ଭୂୟସୀ ପ୍ରଶଂସା
ମାଲକାନଗିରି: ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ପଛୁଆ ଜିଲ୍ଲାଗୁଡ଼ିକର ବିକାଶରେ ବେଶ ସହାୟକ ହୋଇଛି ।!-->…
ପରିବାରର ୬ ଜଣଙ୍କୁ ହାଣି ବାପର ଆତ୍ମହତ୍ୟା
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କିନାବଗା ପଞ୍ଚାୟତ ଯୌତୁକବାହାଲରେ ଘଟିଛି ଅଭାବନୀୟ ଘଟଣା । କରୋନା ଆକ୍ରାନ୍ତ ବାପ ଶୁକ୍ରୁ!-->…
ତିନୋଟି ଔଷଧ ହୋଲସେଲର ଉପରେ ଚଢ଼ାଉ
ରାଉରକେଲା: କଟକରେ କେତେକ ଔଷଧ ଦୋକାନ ଉପରେ ଡ୍ରଗ୍ସ୍ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେଠାରୁ ସ୍ପୁରିଅସ୍ କମ୍ପାନୀର ଔଷଧ ଜବତ କରାଯାଇଛି!-->…
ଆରମ୍ଭ ହେବ ବିଜେଡିର ନୂଆ ରଣନୀତି!
ଜୟପୁର: ସ୍ଥାନୀୟ କୁମ୍ଭାରସାହିରୁ ଆରମ୍ଭ ହେବ ବିଜେଡିର ନୂଆ ରଣନୀତି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ରଣନୀତି ଏଠାରୁ ଆରମ୍ଭ କରିବେ!-->…
ଦେହରେ ଚୁମ୍ବକୀୟ ଶକ୍ତି ଲାଗି ରହୁଛି ଷ୍ଟିଲ୍ ସାମଗ୍ରୀ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମଲିଆଣି ଗ୍ରାମରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । କୋଭିଡ୍ ଟିକା ନେବା ପରେ!-->…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟାବଣିଆର ଏକ ହଣ୍ଟିଂ ଜୋନରୁ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ!-->…
୩ବର୍ଷର ଝିଅକୁ ହତ୍ୟା କଲା ବାପା
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁର ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ୩ବର୍ଷର!-->…
ଘରେ ଥିବା ବେଳେ ପଶିଗଲା ଭାଲୁ
ଉମରକୋଟ :ଘରେ ୪ ଜଣ ସଦସ୍ୟ ଥିବା ବେଳେ ହଠାତ ପଶିଗଲା ଭାଲୁ । ଭାଲୁ କବଳରୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ବେଳେ ଦୀର୍ଘ ୩!-->…
ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍ରୁ କୋଟିଏ ଟଙ୍କାର ଗଞ୍ଜେଇ…
ଜୟପୁର: ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ। ହେଲେ ଏ!-->…

