Browsing Category
ଓଡ଼ିଶା
ଗ୍ରାମବାସୀଙ୍କ ଉଦ୍ୟମରେ ସୃଷ୍ଟି ହୋଇଛି ଜଙ୍ଗଲ
ଜୟପୁର: ବିନା ପ୍ଲାଣ୍ଟେସନରେ ସୃଷ୍ଟି ହୋଇଛି ଜଙ୍ଗଲ । ଏକର କି ଦୁଇ ଏକର ନୁହଁ । ପୂରା ୩୫୫ ହେକ୍ଟର ଜମିରେ ସୃଷ୍ଟି ହୋଇଛି ଜଙ୍ଗଲ ।!-->…
ବଡ଼ର ଗୁଳି ମାଡ଼ରେ ସାନ ଭାଇ ଗୁରୁତର
ଭଞ୍ଜନଗର: ପାରିବାରିକ କଳହରୁ ଗୁଳି ମାଡ଼ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡ଼ା ଗ୍ରାମରେ । ବଡ଼ଭାଇର!-->…
ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା!
ଖଲ୍ଲିକୋଟ: ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ୍ ବିଏନ୍ପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ଛେଲୁ ଗ୍ରାମ କୁମ୍ଭାର ସାହିିରେ ପାରିବାରିକ!-->…
ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ତାଳଚେର: ପାରିବାରିକ କଳହର କରୁଣ ପରିଣତି ଶୁକ୍ରବାର ଦେଖିବାକୁ ମିଳିଛି ତାଳଚେର ଥାନା ଇଲାକାରେ । ପନôୀ ଚରିତ୍ରକୁ ନେଇ ସନେ୍ଦହ ।!-->…
କୋରାଫୁଟ ସାଂସଦକୁ ମିଳିଲା ନୂଆ ଦାୟିତ୍ୱ
କୋରାପୁଟ: କୋରାପୁଟର ଯୁବ ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସପ୍ତଗିରିଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛି କଂଗ୍ରେସ।।!-->…
ବିସ୍ଫୋରଣରେ ବାଣଦୋକାନ ଛାରଖାର
କୋଣାର୍କ: ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିରେ ଥିବା ବାଣ ଗୋଦାମରେ ନିଆଁ!-->…
ଜଳିଗଲା ହାଇୱା, ଡ୍ରାଇଭ ଜୀବନ୍ତ ଦଗ୍ଧ
କାମାକ୍ଷାନଗର : ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ହାଇୱା ଧକ୍କା ଦେଇଛି । ଫଳରେ!-->…
ଶବ ପୋତିବାକୁ ନେଇ ଉତ୍ତେଜନା, ରାସ୍ତାରୋକ
ମୟୂରଭଞ୍ଜ : କବଖାନାରେ କୋଭିଡ ମୃତକଙ୍କୁ ପୋତିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ରାସ୍ତାରୋକ। ବାରିପଦା ସହରସ୍ଥିତ ୱାର୍ଡ ନମ୍ବର!-->…
ଅପମିଶ୍ରିତ ପେଟ୍ରୋଲକୁ ନେଇ ତାତିଲେ ଗ୍ରାହକ
ମୟୂରଭଞ୍ଜ : ପାଣି ମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗକୁନେଇ ବିବାଦ ଘେରୋରେ ପେଟ୍ରୋଲ ପମ୍ପ, ଗ୍ରାହକଙ୍କ ମଧ୍ୟରେ ଉତ୍ତେଜନା।ଏଭଳି!-->…
୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କାଠ ଜବତ, ଜଣେ ଗିରଫ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ!-->…

