Browsing Category
ଓଡ଼ିଶା
‘ମୁକ୍ତା’ ଯୋଜନାର ଦିଗ କୁଆଡେ?
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପ୍ରହସନରେ ପରିଣତ ହୋଇଛି ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମତପôର ଅଭିଯାନ(ମୁକ୍ତା) ଯୋଜନା ।!-->!-->!-->…
ସାପ କାମୁଡ଼ାରେ ଯୁବଚାଷୀଙ୍କ ମୃତୁ୍ୟ
ମାଲକାନଗିରି,(ବି.ବି.ନୁ୍ୟଜ): ଘର ଆଗରେ ବାଦାମ ଜଗି ଗଦା ଉପରେ ଶୋଇଥିଲେ । ଏହି ସମୟରେ ସାପ କାମୁଡ଼ି ଦେବାରୁ ଜଣେ ଗରିବ!-->!-->!-->…
ସ୍ୱାମୀଙ୍କ ମୃତୁ୍ୟ ଖବର ପାଇ ସ୍ତ୍ରୀଙ୍କ ଆତ୍ମହତ୍ୟା
ରାଜକନିକା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଚେରଣ୍ଟପଡ଼ା ଗାଁର ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗତକାଲି!-->!-->!-->…
ସାମ୍ୱାଦିକଙ୍କ ଜୀବନ ନେଲା କରୋନା
କରଞ୍ଜିଆ,(ବି.ବି.ନୁ୍ୟଜ): ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । ମସୂରଭଞ୍ଜ ଜିଲ୍ଲା କରଞ୍ଜିଆର କନକ ନୁ୍ୟଜ୍!-->!-->!-->…
ସଂଗରୋଧ କେନ୍ଦ୍ରରେ ରହିବାକୁ ନାରାଜ ଡଙ୍ଗରିଆ
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡ଼ରେ କାୟା ମେଲାଇଛି ମହାମାରୀ କରୋନା ।!-->!-->!-->…
ଶିଶୁକନ୍ୟା ମୃତ, ୩ ଗୁରୁତର
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବାସୀ ବିରିଆନି ଖାଇ ଜଣେ ୫ ବର୍ଷର ଶିଶୁକନ୍ୟାର ମୃତୁ୍ୟ ହୋଇଛି । ଅନ୍ୟ ୩ ଜଣ ଗୁରୁତର!-->!-->!-->!-->!-->…
ବିପନ୍ନଙ୍କୁ ଭାରରେ ବୋହିଲେ
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବା ଆଗରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ କିପରି!-->!-->!-->…
ୟାଶ୍ର ତାଣ୍ଡବ: ଘର ଉପରେ ଭାଙ୍ଗିପଡିଲା ଗଛ
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ‘ୟାସ୍’ର ପ୍ରଭାବ । ବ୍ୟାପକ କ୍ଷୟକ୍ଷତି ହେବା ହେବା ଆରମ୍ଭ ହୋଇଛି । ପ୍ରବଳ ପବନ!-->!-->!-->…
ଭଦ୍ରକରେ ୟାଶ୍ର ପ୍ରଭାବରେ ଓଲଟିଲା ବୋଲେରୋ!
ଭଦ୍ରକ : ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭଦ୍ରକ ଜିଲ୍ଲାରେ ‘ୟାସ୍’ର ପ୍ରଭାବ ଦେଖିବାକୁ ମିଳିଛି ।!-->!-->!-->…
ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି: ବାହାରକୁ ନ…
ଭୁବନେଶ୍ବର: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଧାମରାର ଉତ୍ତର ଆଡକୁ ଗତି କରୁଛି ବାତ୍ୟା ‘ୟାସ୍’ ।!-->!-->!-->…

