Browsing Category
ଓଡ଼ିଶା
୩ ଗୃହରକ୍ଷୀ ସମେତ ୪ ଗିରଫ
ଗୁଣପୁର,(ବି.ବି.ନୁ୍ୟଜ): ଗଞ୍ଜେଇ ବୋଝେଇ ଗାଡ଼ି ଛାଡିÿବା ଲାଗି ବଡ଼ଧରଣର ଡିଲ୍ । ଡିଲ୍ ପଛରେ ୩ ଗୃହରକ୍ଷୀ । ୪ ଲକ୍ଷ ୭୦ ହଜାର!-->!-->!-->…
ଟ୍ରକ୍-ବାଇକ୍ ଧକ୍କା: ମାମୁଁ ଭଣଜା ମୃତ, ଭଉଣୀ ଗୁରୁତର
ମାଲକାନଗିରି,(ବିି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳେ!-->!-->!-->…
ବାଲେଶ୍ୱରରେ ପରିସ୍ଥିତି ସମୀକ୍ଷା କଲେ ଏସଆର୍ସି
ବାଲେଶ୍ୱର,(ବି.ବି.ନୁ୍ୟଜ): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ ଆସନ୍ତା ୨୬ ତାରିଖରେ ସ୍ଥଳଭାଗ ଛୁଇଁବ । ଏଥିରେ!-->!-->!-->…
୧୬ ଘଣ୍ଟା ସମୁଦ୍ରରେ ଭାସିବା ପରେ ଉଦ୍ଧାର ହେଲେ ପୀତବାସ
ଜଗତସିଂହପୁର,(ବି.ବି.ନୁ୍ୟଜ): କଥାରେ ଅଛି ‘ରଖେ ହରି ତ ମାରେ କିଏ?’ । ସ୍ୱୟଂ ଭଗବାନ ଯାହାକୁ ସାହା ହେବେ ତାର କିଛି ବି କେହି!-->!-->!-->…
ଅଡ଼ୁଆରେ ପୁଲିସ, ପ୍ରଶାସନ
ଜଗତସିଂହପୁର,(ବି.ବି.ନୁ୍ୟଜ): କରୋନା ସଂକ୍ରମଣ କାରଣରୁ ବିବାହ, ବ୍ରତ ଆଦି ବିଭିନ୍ନ ସାମାଜିକ ଉତ୍ସବ ପାଳନ ଉପରେ କଟକଣା ଜାରି!-->!-->!-->…
ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା!
ବାସୁଦେବପୁର : ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା । ମୃତ ଯୁବକ ଗୌରାଙ୍ଗ ଦାସଙ୍କ ପୁଅ ଚନ୍ଦ୍ରକା ଦାସ ବୋଲି ଜଣାପଡିଛି । ଭଦ୍ରକ!-->!-->!-->…
ନକଲି ଜର୍ଦ୍ଧା ଚାଲାଣ, ୨ ଗିରଫ
ଭଦ୍ରକ: ଲକଡାଉନରେ ବାଇକରେ ଜର୍ଦ୍ଦା ନେଇ ଯାଉଥିବା ସମୟରେ ଧରିନେଲା ପୋଲିସ । ଭଦ୍ରକ ପୁରୁଣା ବଜାର ଥାନା ପାଟ୍ରୋଲିଂ କରୁଥିବା!-->!-->!-->…
ଚୋରା ମଦ ବିକ୍ରୀ ଅଭିଯୋଗରେ ୩ ଗିରଫ
ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ ଗୁରୁବାର ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ଭିନ୍ନ ଭିନ୍ନ କେସରେ ୩ ଜଣଙ୍କୁ ଗିରଫ!-->!-->!-->…
ନିୟନ୍ତ୍ରଣ ହରାଇ ଗଛରେ ପିଟିହେଲା ବାଇକ୍, ଜଣେ ମୃତ
ବାଲିପାଟଣା: ନିମାପଡ଼ା ଥାନା ନିଆଁଗୋରଡ଼ା ଛକରେ ଏକ ଅଭାବନୀୟ ଘଟଣା ବାଇକ୍ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ!-->!-->!-->…
କୋଭିଡ୍ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ସଂକ୍ରମଣ ବୃଦ୍ଧିକୁ!-->!-->!-->…

