Browsing Category
ଓଡ଼ିଶା
କୋଭିଡ ସ୍ଥିତି, ମାଓ ସମସ୍ୟାର ସମୀକ୍ଷା କଲେ ଡିଜିପି
ମାଲକାନଗିରି,(ବି.ବି.ନୁ୍ୟଜ): ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ।!-->!-->!-->!-->!-->…
ସାକାର ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ
ପୁରୀ,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନଘାଟ ସୌନ୍ଦର୍ଯ୍ୟକରଣ!-->!-->!-->…
ପୋଲ ତଳକୁ ଖସିପଡ଼ିଲା କାର୍,୩ ମୃତ, ୨ ଗୁରୁତର
ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ସହର ଉପକଣ୍ଠ ୧୬ ନଂ. ଜାତୀୟ ରାଜପଥର ବିର୍ଲା ଟାୟାର୍ସ ନିକଟରେ ଶନିବାର ଭୋର୍ ଏକ ସଡ଼କରେ ୩!-->!-->!-->…
ବନଯାଗ ବିଧିରେ ରଥ ନିର୍ମାଣ ଅନୁକୂଳ
ପୁରୀ,(ବି.ବି.ବୁ୍ୟରୋ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାର ଦ୍ୱିତୀୟ ପର୍ବ ଆରମ୍ଭ ହୋଇଛି । ଯାତ୍ରାର ମୁଖ୍ୟ ଆକର୍ଷଣ!-->!-->!-->…
୬ ବର୍ଷରେ ବଜ୍ରପାତ ନେଲାଣି ୨ ହଜାରରୁ ଅଧିକ ଜୀବନ
କଟକ,(ବି.ବି.ବୁ୍ୟରୋ): ୨୦୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସରକାରୀ ସ୍ତରରେ!-->!-->!-->…
ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ
ନୟାଗଡ଼,(ବି.ବି.ନୁ୍ୟଜ): ଆଜି ପବିତ୍ର ଅକ୍ଷୟ ତୃତୀୟରେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏଠାରେ ଅଖିମୁଠି!-->!-->!-->…
ଚତୁର୍ଥୀ ହୋମ ନିଆଁ ଲିଭିନି ଆଖି ବୁଜିଲେ ବର
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ଚତୁର୍ଥୀ ହୋମ ନିଆଁ ଲିଭିନାହିଁ । କି’ କନ୍ୟା ପାଦରୁ ଅଳତାର ରଙ୍ଗ ଛାଡ଼ିନାହିଁ । ହାତରେ!-->!-->!-->…
ହସ୍ପିଟାଲରୁ କୋଭିଡ୍ ଔଷଧ ଚୋରି କରି ବିକ୍ରି:ଦୁଇ ଗିରଫ
ଜଗତପୁର,(ବି.ବି.ନୁ୍ୟଜ): ଜଗତପୁର ସ୍ଥିତ ସଦ୍ଗୁରୁ ହସ୍ପିଟାଲରୁ କୋଭିଡ୍ ମେଡିସିନ୍ ଚୋରି ଅଭିଯୋଗ କ୍ରମେ ପୁଲିସ ହସ୍ପିଟାଲରେ!-->!-->!-->…
୪ବର୍ଷର ହାତୀ ଛୁଆର ମୃତୁ୍ୟ: କାରଣ ଅସ୍ପଷ୍ଟ
ଢେଙ୍କାନାଳ: ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋର ମୃତ୍ୟୁ ହୋଇଛି । ମୃତ!-->!-->!-->…
ଭାରସାମ୍ୟ ହରାଇ ପୋଲ କାନ୍ଥରେ ଝୁଲି ରହିଲା ଆମ୍ବୁଲାନ୍ସ
ବୋରିଗୁମ୍ମା : କୋରାପୁଟରୁ ରାଣିଗଡ଼ ରାସ୍ତା ଦେଇ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା।!-->!-->!-->…

