Browsing Category
ଓଡ଼ିଶା
କୋଭିଡ୍ ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି
କଟକ,(ବି.ବି.ବୁ୍ୟରୋ): ସାଂପ୍ରତିକ କୋଭିଡ୍ ସ୍ଥିତିକୁ ଦେଖି ଆଜି ପୁଲିସ ଡିଜି ଅଭୟ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଭିଡିିଓ!-->!-->!-->…
ଶ୍ରୀଜିଉଙ୍କ ବାହାର ଚନ୍ଦନ ଯାତ୍ରା: ସାମିଲ ହେବେ ୮୦ ସେବକ
ପୁରୀ,(ବି.ବି.ବୁ୍ୟରୋ): ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରାର ଅନ୍ୟତମ ମୁଖ୍ୟ ପର୍ବ ବାହାର ଚନ୍ଦନ ଯାତ୍ରା ପ୍ରସ୍ତୁତିରେ ପ୍ରଶାସନ!-->!-->!-->…
ବିଷ୍ଣୁଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ , ସଂଜୟ ସିଂ ବିଏମସି…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଆଜି ଆଇଏଏସ୍ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି । ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ!-->!-->!-->…
ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଲୁଟ୍
ରାଜସୁନାଖଳା,(ବିି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରାଜସୁନାଖଳା-ଟାଙ୍ଗୀ ପୂର୍ତ୍ତ ବିଭାଗ!-->!-->!-->…
ଘରୁ ଉଠାଇନେଇ ଯବାନଙ୍କୁ ହତ୍ୟା
କୋରାପୁଟ,(ସତ୍ୟ ନାରାୟଣ ସହୁଙ୍କ ସହ ବାସୁଦେବ ଜେନାଙ୍କ ରିପୋର୍ଟ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓହିଂସା!-->!-->!-->…
ଚାଲିଗଲେ ସଙ୍ଗୀତ ସାଧକ ବିନୁ ସୁନା
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଆଉ ଶୁଭିବନି ତାଙ୍କ ଉଚ୍ଚକୋଟୀର ସଙ୍ଗୀତ । ଦେଖିବାକୁ ମିଳିବନି ତାଙ୍କର ନିଖୁଣ ସଙ୍ଗୀତର!-->!-->!-->…
ଉପଜିଲ୍ଲାପାଳ କଲେ ଶବ ସକ୍ରାର
ଭଞ୍ଜନଗର,(ବି.ବି.ନୁୁ୍ୟଜ): ନିସ୍ତବ୍ଧ ରାତି । ଚାରିଆଡେ଼ ଅନ୍ଧାର । ରାସ୍ତା ଶୂନ୍ଶାନ୍ । ଏକ ଶବକୁ କାନେ୍ଧଇ ଶ୍ମଶାନକୁ ମାଡ଼ି!-->!-->!-->…
କଣ୍ଟେନର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
ବୈପାରିଗୁଡ଼ା,(ହେମନ୍ତ ଟାକ୍ରିଙ୍କ ରିପୋର୍ଟ): କଣ୍ଟେନର ଧକ୍କାରେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି,ବୈପାରିଗୁଡା ଠାରୁ!-->!-->!-->…
ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):ଏକ ମାଲ୍ ବୋଝେଇ ଟ୍ରକ ସହ ଏକ ପଲସର ବାଇକ୍ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ହିଁ!-->!-->!-->…
ସାରା ଜିଲ୍ଲାରେ ଚଢ଼ାଉ କଲା ଅବକାରୀ ବିଭାଗ
ବଲାଙ୍ଗୀର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ):ଲକଡାଉନ୍ ଘୋଷଣା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ଲାଇସନ୍ସପ୍ରାପ୍ତ ଦେଶୀ ଓ!-->!-->!-->…

