Browsing Category
ଓଡ଼ିଶା
କୋରାପୁଟ ଜିଲ୍ଲାର ୧୭ ଉଚ୍ଚ ବିଦ୍ୟାଳୟରେ ଖୋଲିବ ସ୍ମାର୍ଟ ଶ୍ରେଣୀ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):କୋରାପୁଟ ଜିଲ୍ଲାରେ ୧୪ଟି ବ୍ଲକ ଓ ୩ଟି ସହରାଞ୍ଚଳର ୧୭ଟି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ!-->!-->!-->…
ଡ୍ରେନ୍ ଉପରେ ପାଚେରୀ ନିର୍ମାଣ ଅଭିଯୋଗ
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ):ପୌରସଂସ୍ଥାର ଡ୍ରେନ ଉପରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଉଛି । ଯାହାଫଳରେ ଆଗାମୀ!-->!-->!-->…
ମଦ ଜବତ, ୨ ଗିରଫ
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଦର!-->!-->!-->…
ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ଧାରଣା
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନିୟମିତ ଶିକ୍ଷକ ମାନ୍ୟତା ଦାବିରେ କନିÂ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ!-->!-->!-->…
୬ ଘଣ୍ଟା ପରେ ଶବକୁ ମିଳିଲା ଜାଗା
ନବରଙ୍ଗପୁର, (ଗଗନ ଗନ୍ତାୟତଙ୍କ ରିପୋର୍ଟ): ୬ଘଣ୍ଟା ପରେ ଶବକୁ ମିଳିଲା ଜାଗା ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା!-->!-->!-->…
ଲୋକଙ୍କ ଦ୍ୱାରା ସଫେଇ ବନ୍ଦ କର:ହାଇକୋର୍ଟ
କଟକ,(ବି.ବି.ବୁ୍ୟରୋ): ରାଜ୍ୟରେ ଲୋକଙ୍କ ଦ୍ୱାରା ଟାଙ୍କି ସଫେଇ ବ୍ୟବସ୍ଥା ତୁରନ୍ତ ବନ୍ଦ କରାଯିବା ଦରକାର । ଭବିଷ୍ୟତ ଯେପରି ଏହି!-->!-->!-->…
ରଥଖଳାରେ ପହଞ୍ଚିଲା ତୁମ୍ବ କାଠ
ପୁରୀ,(ବି.ବି.ବୁ୍ୟରୋ): ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ଜୋର୍ ଧରିଛି । ସୋମବାର ତୃତୀୟ ଦଫାରେ ୧୩ଟି ବଡ଼ ଫାସି କାଠ ଗଣ୍ଡି!-->!-->!-->…
ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା
ଓଡ଼ାପଡ଼ା,(ବି.ବି.ନୁ୍ୟଜ): ମୋଟଙ୍ଗା ଥାନା ହିନେ୍ଦାଳରୋଡ଼ ଫାଣ୍ଡି ଅନ୍ତର୍ଗତ ପୋଡ଼ାପଡ଼ା ଗ୍ରାମର ବିକ୍ରମ ମହାପାତ୍ରଙ୍କ ସାନପୁଅ!-->!-->!-->…
ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ
ଭୁବନ,(ବି.ବି.ନୁ୍ୟଜ): ଭୁବନ ଥାନା ଅନ୍ତର୍ଗତ ଅନ୍ତର୍ଗତ ଅରଖପାଳ ପଞ୍ଚାୟତର ଶଶାପସି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।!-->!-->!-->…
ଟିକାକରଣ ବନ୍ଦ ନେଇ ଅସନ୍ତୋଷ
ଭୁବନ,(ବି.ବି.ନୁ୍ୟଜ): ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି । କରୋନାର ଦ୍ୱିତୀୟ ଲହରି ଦେଖାଦେଇଥିବା ବେଳେ ଜିଲ୍ଲାରେ!-->!-->!-->…

