Browsing Category
ଓଡ଼ିଶା
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଏକ ଆଦର୍ଶ ନିଯୁକ୍ତିଦାତା ହିସାବରେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା କଥା । ଯଦି ଜଣେ!-->!-->!-->…
ହାଇକୋର୍ଟଙ୍କ କ୍ଷୋଭ, ଆଜୀବନ କାରାଦଣ୍ଡ ରଦ୍ଧ
କଟକ,(ବି.ବି.ବୁ୍ୟରୋ): ଗୁଣିଗାରେଡ଼ି ସନେ୍ଦହରେ ତିନି ଜଣଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀ ହାବେଳୀ!-->!-->!-->…
ଭକ୍ତଙ୍କ ଦ୍ୱାରା ଚିକିତ୍ସାଳୟ ଲୋକାର୍ପିତ
ପୁରୀ,(ବି.ବି.ନୁ୍ୟଜ): ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ଉଦ୍ଧିଷ୍ଟ କଣ୍ଟେନର ଚିକିତ୍ସାଳୟକୁ ଦୁଇ ଜଣ ଭକ୍ତ ବୁଧବାର!-->!-->!-->…
ପୂର୍ବତନ କ୍ରିକେଟ ଖେଳାଳି ସୌମିତ୍ର ପ୍ରସାଦଙ୍କ ଦେହାନ୍ତ
ବାରିପଦା,(ବି.ବି.ନୁ୍ୟଜ): କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ପୁଣି ଏକ ଦୁଃଖଦ ଖବର ଆଣି!-->!-->!-->…
ପୂଜା ସାମଗ୍ରୀ ଚୋରି କଲେ ବୋଲି କଙ୍ଗାରୁ କୋର୍ଟରେ ଚପଲମାଳା…
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରି ଗାଁରେ ସାମାନ୍ୟ ପୂଜା!-->!-->!-->…
ଯୁବ ଶିକ୍ଷକଙ୍କ ପରଲୋକ
କର୍ଲାମୁଣ୍ଡା,(ବି.ବି.ନୁ୍ୟଜ): କର୍ଲାମୁଣ୍ଡା ବ୍ଲକର ରିଷିଡ଼ାର ଯୁବଶିକ୍ଷକ ତଥା ଅଭିନେତା ଓ କ୍ରୀଡାବିତ ବୃହସ୍ପତି ଭୋଇ(୪୫)ଙ୍କ!-->!-->!-->…
ଧର୍ମଗଡ଼ରେ ବାବା ସାହେବଙ୍କ ଜୟନ୍ତୀ
ଧର୍ମଗଡ଼,(ବି.ବି.ନୁ୍ୟଜ): ବାବା ସେହବ ଆମ୍ବେଦକରଙ୍କ ଜୟନ୍ତୀ ଧର୍ମଗଡ଼ରେ ପାଳିତ ହୋଇଛି । ଓବିସି,ଏସସି ଏସ୍ଟି ମିଳିତ ମଞ୍ଚ ପକ୍ଷରୁ!-->!-->!-->…
କରୋନାରେ ଯୁବକଙ୍କ ମୃତୁ୍ୟ
ସିମୁଳିଆ,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଯାଉଛି । ଏଠାରେ!-->!-->!-->…
ଅଧରାତିରେ ମେରୁ ପାଳିଲେ
ବ୍ରହ୍ମପୁର, (ବି.ବି.ନୁ୍ୟଜ): କଟକଣା ମଧ୍ୟରେ ମହାବିଷୁବ ସଂକ୍ରାନ୍ତି ପାଳିଛନ୍ତି ରେଶମ ସହରବାସୀ । ସଂକ୍ରାନ୍ତି ତିଥିରେ ଦୋକାନ!-->!-->!-->…
ଗଞ୍ଜେଇ ଜବତ, ୩ ଗିରଫ
ବାଲିଗୁଡ଼ା, (ବି.ବି.ନୁ୍ୟଜ): କ.ନୂଆଗାଁ ପୁଲିସ ମଙ୍ଗଳବାର ୨୯ କିଲୋ ୬ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାସହ ୩ଜଣ ଗଞ୍ଜେଇ ମାଫିଆକୁ!-->!-->!-->…

