Browsing Category
ଓଡ଼ିଶା
ହାଟ ବନ୍ଦ, ହାଟୁଆ ହଇରାଣ
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ!-->!-->!-->…
ଦେଢ ଲକ୍ଷର ଗଞ୍ଜେଇ ଜବତ, ୬ ଗିରଫ
କୋରୁକୋଣ୍ଡା,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ଓର୍କେଲ ପୁଲିସ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୁଲିସ ୬ ଜଣଙ୍କୁ!-->!-->!-->…
ଓଲଟିଲା ଟ୍ରକ, ଚାଳକ ଗୁରୁତର
ମାଲକାନଗିରି,(ବି.ବି.ନୁ୍ୟଜ):ଗାଈ ପଲକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇଲା ପାଇପ୍ ବୋଝେଇ ଟ୍ରକ । ରାସ୍ତା କଡକୁ ଓଲଟି!-->!-->!-->…
ଅଧା ଆଲୁଅ, ଅଧା ଅନ୍ଧାର
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବସ୍ଷ୍ଟାଣ୍ଡ ନିକଟର ଜାତୀୟ ରାଜପଥ ରଙ୍ଗୀନ ଆଲୋକରେ ଝଲୁସିଛି । ବିଦୁ୍ୟତ ଖୁଣ୍ଟରେ ରଙ୍ଗୀନ!-->!-->!-->…
ଭଙ୍ଗା କଲଭର୍ଟ ଉପରେ ପ୍ରଶାସନର ଦୃଷ୍ଟି ପଡିବ କେବେ?
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସନ୍ତୋଷୀମା’ ନଗର ଦେଇ ଯାଉଛନ୍ତି କି । ତାହେଲେ ଟିକିଏ ସାବଧାନ । କାରଣ କଲଭର୍ଟର ଗୋଟିଏ!-->!-->!-->…
ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ:ସ୍ଥାନାନ୍ତର ହେବ ବିଦୁ୍ୟତ୍…
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବିଦୁ୍ୟତ ବିଭାଗର ନିଦ ଭାଙ୍ଗିଲା । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରସ୍ତାବିତ ଜାଗାରୁ ବିଦୁ୍ୟତ!-->!-->!-->…
ଯାନବାହାନ ଯାଞ୍ଚ, ୪ ଲକ୍ଷ ଜରିମାନା ଆଦାୟ
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): କରୋନା ରୋକିବାକୁ ଯାନବାହାନ ଯାଞ୍ଚକୁ କଡାକଡି କରାଯାଇଛି । ଆଜି ଆଞ୍ଚଳିକ ପରିବହନ ସଂସ୍ଥା ଓ!-->!-->!-->…
ଜବରଦଖଲ ଉଚ୍ଛେଦ ନୋହିଲା
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଅଭିଯୋଗର ୯ ବର୍ଷ ବିତିଗଲା । ତା ପରେ ଜବରଦଖଲକାରୀଙ୍କୁ ନୋଟିସ ଦେଲା ପୌରସଂସ୍ଥା । ନୋଟିସ!-->!-->!-->…
ଷ୍ଟେସନ ଭଙ୍ଗାରୁଜା କରି ନିଅାଁ ଲଗାଇଦେଲେ
ନୟାଗଡ଼,(ବି.ବି.ନୁ୍ୟଜ): ନୟାଗଡ଼ ରେଳ ଷ୍ଟେସନରେ ଅସାମାଜିକମାନେ ଘଟାଇଛନ୍ତି ଲଙ୍କାକାଣ୍ଡ । ଗତକାଲି ରାତିରେ ରେଳ ଷ୍ଟେସନ ପରିସରରେ!-->!-->!-->…
ଆରଡ଼ି ଫାଣ୍ଡି ପୁଲିସର ଦବଙ୍ଗଗିରି
ଭଦ୍ରକ,(ବି.ବି.ନୁ୍ୟଜ): ଯଦି ଆମ ଦୁଇ ପୁତ୍ର ଭୂଲ କରିଛନ୍ତି । ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । କିନ୍ତୁ ମିଥ୍ୟା!-->!-->!-->…

