Browsing Category
ଓଡ଼ିଶା
ନକ୍ସଲଙ୍କ ହମଲାରେ:୨୨ ଯବାନ ସହିଦ, ୩୧ ଆହତ
କୋରାପୁଟ/ମାଲକାନଗିରି, (ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଗୁଇନ୍ଦା ସୂଚନା ମିଳିଥିଲା ଛତିଶଗଡ଼ ବିଜାପୁରର ଘଞ୍ଚ ଜଙ୍ଗଲରେ!-->!-->!-->…
କୋଟିଆରେ ଶିକ୍ଷା ଉପକରଣ ବଣ୍ଟନ ପାଇଁ ଆନ୍ଧ୍ରର ଉଦ୍ୟମ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋଟିଆ ପଞ୍ଚାୟତରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପକରଣ ବଣ୍ଟନ ପାଇଁ ଆନ୍ଧ୍ର ପକ୍ଷରୁ!-->!-->!-->…
ବନ୍ୟଜନ୍ତୁ ଶିକାର ବେଳେ ୬ ଗିରଫ
ମୟୂରଭଞ୍ଜ : ଠାକୁରମୁଣ୍ଡା ରେଞ୍ଜ ଅଧୀନ କେନ୍ଦୁମୁଣ୍ଡି ସଂରକ୍ଷିତ ଅନ୍ତର୍ଗତ ଡୁମୁରଡିହା ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ!-->!-->!-->…
ଗଞ୍ଜେଇ ମାଫିଆକୁ କାବୁ କଲା ପୋଲିସ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଲମତାପୁଟ ପୋଲିସକୁ ବଡ ସଫଳତା । ଶଗର ଅଞ୍ଚଳରୁ ଉତର ପ୍ରଦେଶ ଚୋରା ଚାଲଣ ବେଳେ ଦୁଇ!-->!-->!-->…
ସମ୍ବାଇ ସୀମାରେ ଖୁଣ୍ଟ ପୋତିଲା ଆନ୍ଧ୍ର
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୀମାରେ ଶନିବାର ଦୁଇ ରାଜ୍ୟ!-->!-->!-->…
ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ବନ୍ଧୁଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): କାମରେ ଆସୁନି ୧୦ଲକ୍ଷ ଟଙ୍କାର ଜଳପ୍ରକଳ୍ପ । ଗ୍ରୀଷ୍ମଋତୁରେ ପାନୀୟଜଳ ପାଇଁ ଲୋକେ!-->!-->!-->…
ବର ଆସିଲାନି, ରହିଗଲା ମଙ୍ଗୁଳା କନ୍ୟା
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ରଙ୍ଗବେରଙ୍ଗ ଫୁଲ ଓ କାଗଜରେ ସଜ୍ଜିତ ହୋଇଥିଲା ବେଦୀ । ବନ୍ଧୁ ବାନ୍ଧବରେ ଘର ପୂରି!-->!-->!-->…
ବସ୍-ଟ୍ରକ୍ ମୁହାଁମୁହିଁ: ବସ୍ ଡ୍ରାଇଭର ଗୁରୁତର, ୨୫ରୁ ଊଦ୍ଧ୍ୱର୍…
ମୟୂରଭଞ୍ଜ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ରାଜାବସା ନିକଟରେ ଶନିବାର ସନ୍ଧ୍ୟାରେ!-->!-->!-->…
ବ୍ଲକ୍ ଉପାଧ୍ୟକ୍ଷ ସମେତ ୪ ଗିରଫ
କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ବଟି ଆଦାୟ କରୁଥିବା ଅଭିଯୋଗରେ!-->!-->!-->…
ପୁଣି ଖୋଲିବ କୋଭିଡ୍ ହସପିଟାଲ୍!
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବନ୍ଦ ରହିଥିବା ସ୍ଥାନୀୟ କୋଭିଡ୍ ହସପିଟାଲ୍କୁ ପୁଣିଥରେ ଖୋଲାଯିବ । କରୋନା ସଂକ୍ରମଣ ଦିନକୁ!-->!-->!-->…

