Browsing Category
ଓଡ଼ିଶା
ନାଚଗୀତରେ ଅଙ୍ଗନବାଡ଼ି ଦିଦିଙ୍କ ଶିକ୍ଷାଦାନ
ଚନ୍ଦାହାଣ୍ଡିି,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଦିଦିଙ୍କ ସହ ନାଚଗୀତ, ବ୍ୟାୟାମ କରି ମସଗୁଲ ହେଉଛନ୍ତି ଶିଶୁ । ପାଠ ବି ପଢୁଛନ୍ତି ।!-->!-->!-->…
ଜୀବନ ଦୋଛକିରେ ୪ ଅନାଥ ଶିଶୁ
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ତିନି ବର୍ଷ ହେଲା ଆରପାରିକୁ ଚାଲିଯାଇଛି ମାଆ । ଗତ ୧୫ ଦିନ ତଳେ ବାପାଙ୍କର ବି ମୃତୁ୍ୟ ହୋଇଛି!-->!-->!-->…
୨୨ ପଦକୁ ୨ ହଜାର ପ୍ରାର୍ଥୀ
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ମାତ୍ର ୨୨ ଟି ଦିନ ମଜୁରିଆ ପଦ ପାଇଁ ୨ ହଜାରରୁ ଅଧିକ ପ୍ରାର୍ଥୀ । ଖାଲି ନବରଙ୍ଗପୁର!-->!-->!-->…
ଭେଡେ଼ନ ନଦୀରେ ଶ୍ରମଦାନ କରି ବାଲି ବନ୍ଧ କଲେ ଚାଷୀ
କୁଚିଣ୍ଡା,(ବି.ବି.ନୁ୍ୟଜ): ଖରାଟିଆ ପନିପରିବା ଚାଷ ପାଇଁ ପାଣି ପାଉନାହାନ୍ତି ଚାଷୀ । ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି
ମାଲକାନଗିରି,(ବି.ବି.ନୁ୍ୟଜ): ଜଳଭଣ୍ଡାର ଭିତର ଦେଇ ମୋଟର ଲଞ୍ଚରେ ରୋଗୀଙ୍କୁ ଡାକ୍ତରଖାନା ନେବା ବେଳେ ଗୁଳି ଚଳାଇଲା ପୁଲିସ୍ ।!-->!-->!-->…
ମନ୍ଦିର ରାସ୍ତା ନିର୍ମାଣ କଲେ ଯୁବଗୋÂୀ
ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ସୋମବାର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ କାଦମଲ୍ଲି ଗାଁର ଶୈବପୀଠରେ!-->!-->!-->…
ହାତୀଗାଁରେ ମାଓ ପୋଷ୍ଟର ଓ ବ୍ୟାନର୍
ରାଇଘର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଜଙ୍ଗଲକଟାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀଗାଁ ଅଞ୍ଚଳରେ ମାଓବାଦୀମାନେ!-->!-->!-->…
ଚାକିରି ଦିଅ, ନ ହେଲେ ଜମି ଫେରାଅ
ଦାମନଯୋଡି,(ବି.ବି.ନୁ୍ୟଜ): ଚାକିରି ଦିଅ । ନହେଲେ ନେଇଥିବା ଜମି ଫେରାଅ । ଆଜି ଏଭଳି ଚେତାବନୀ ଦେଇ ଦାମନଯୋଡି ନାଲ୍କୋ!-->!-->!-->…
ବଡ଼ଦେଉଳରେ ବେଣ୍ଟ ନୀତି
ପୁରୀ,(ବି.ବି.ବୁ୍ୟରୋ): ବଡ଼ଦେଉଳରେ ବୁଧବାର ବେଣ୍ଟ ନୀତି ଅନୁÂିତ ହୋଇଛି । ମୃଗ ଶିକାର କରିଛନ୍ତି ମହାପ୍ରଭୁ । ବଡ଼ଦାଣ୍ଡସ୍ଥିତ!-->!-->!-->…
ମାଗଣା ଟମାଟୋ ବାଣ୍ଟିଲେ ଚାଷୀ
କୁଆରମୁଣ୍ଡା,(ବି.ବି.ନୁ୍ୟଜ): ବହୁ ଧାରକରଜ କରି ଚାଷ କରିଥିଲେ । ଅମଳ ହୋଇଥିବା ଫସଲ ବିକି ଋଣ ସୁଝିବେ ଆଉ ବାକି ଟଙ୍କାରେ ପରିବାର!-->!-->!-->…

