Browsing Category
ଓଡ଼ିଶା
ଘରପୋଡ଼ିଠୁ ବଢ଼ିଛି ଜଙ୍ଗଲ ପୋଡ଼ି
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରେ ବିଭିନ୍ନ ଦମକଳ କେନ୍ଦ୍ରରେ କର୍ମଚାରୀ ଅଭାବ ଏବେ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ!-->!-->!-->…
ପତ୍ରକୋବି ଭ୍ୟାନ୍ରେ ଗଞ୍ଜେଇ ଚାଲାଣ!
ଜୟପୁର,(ବି.ବି.ନୁ୍ୟଜ): ପତ୍ରକୋବି ଭ୍ୟାନ୍ରେ ଗଞ୍ଜେଇ ଚାଲାଣ ବେଳେ ସଦର ପୁଲିସ ହାତରେ ଧରାପଡ଼ିଛନ୍ତି ମାଫିଆ । ପୁଲିସ ଏକ ଭ୍ୟାନ୍,!-->!-->!-->…
ପ୍ରଶାସନର ଅଂଶୁଘାତ, ଟ୍ରାଫିକ୍ ସଚେତନତା ରାଲି
ଜୟପୁର,(ବି.ବି.ନୁ୍ୟଜ): ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ସମସ୍ତେ ସାହାଯ୍ୟ କରିବା ଦରକାର । ଏଥିଲାଗି କାହାରିକୁ ପୁଲିସ ହଇରାଣ!-->!-->!-->…
ଝାଡାବାନ୍ତିରେ ସପ୍ତାହକରେ ୬୭ ଶିଶୁ ଆକ୍ରାନ୍ତ
ଜୟପୁର,(ବି.ବି.ନୁ୍ୟଜ): ସହର ଏବଂ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଝାଡାବାନ୍ତି । ଏଥିରେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ଶିଶୁ ।!-->!-->!-->…
ଯୋଗାଣ ହେଉନି ପାଣି:ଜମି ଫାଟି ଆଁ, ୫୦ ହେକ୍ଟର ଧାନ ଚାଷ ନଷ୍ଟ
ଜୟପୁର,(ବି.ବି.ନୁ୍ୟଜ): ମାର୍ଚ୍ଚ ମାସରୁ ପାଣି ଅଭାବ । ଜମି ଫାଟି ଆଁ । ହଳଦିଆ ପଡ଼ିଗଲାଣି ଧାନ ଗଛ । କେତେକ ସ୍ଥାନରେ ଜମି ହଳ କରି!-->!-->!-->…
୩ ଥର ରଶ୍ମିତାଙ୍କ ଆତ୍ମହତ୍ୟା ଉଦ୍ୟମ!
ଜୟପୁର,(ବି.ବି.ନୁ୍ୟଜ): ପରିସ୍ଥିତି ଏମିତି ଯେ, ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କଲେଣି ଜଣେ ଯୁବତୀ । ଅଣ୍ଟା ତଳକୁ ଶରୀର ଅଚଳ!-->!-->!-->…
ଏସ୍ଏଚଜିଙ୍କୁ ୫ହଜାର କୋଟି ଟଙ୍କାର କାମ ଦେବାକୁ ବ୍ୟବସ୍ଥା
ଜଗତସିଂହପୁର,(ବି.ବି.ନୁ୍ୟଜ): ମିସନ୍ ଶକ୍ତିର ଅଭିଯାନ ଉପରେ ସମୀକ୍ଷା କରିଛନ୍ତି ବିଭାଗୀୟ ନିଦେ୍ର୍ଧଶିକା ସୁଜାତା କାର୍ତ୍ତିକେୟନ୍!-->!-->!-->…
୨ ଏକର ଅଫିମ ଗଛ ନଷ୍ଟ
ପାଳଲହଡ଼ା,(ବି.ବି.ନୁ୍ୟଜ): ଗଞ୍ଜେଇ ପ୍ରବଣ ଅନୁଗୁଳରେ ଅଫିମ ଚାଷ ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଉପାନ୍ତ!-->!-->!-->…
ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଉମରକୋଟ ବଜାରର ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା!-->!-->!-->…
ଚାନ୍ଦବାଲି ଆରଏମସି ସମ୍ପାଦକ ନିଲମ୍ବିତ
ଭଦ୍ରକ,(ବି.ବି.ନୁ୍ୟଜ): ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟି (ଆରଏମସି)ର ସେକ୍ରେଟାରୀ ନିରଞ୍ଜନ ମାଝୀଙ୍କୁ ଆଜି ନିଲମ୍ବିତ!-->!-->!-->…

