Browsing Category
ଓଡ଼ିଶା
ଥାକରୁ ଖସିଲା ସିମେଣ୍ଟ ବସ୍ତା, ୪ ଶ୍ରମିକ ଗୁରୁତର
ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଗୋଟିଏ ସିମେଣ୍ଟ ଗୋଦାମରେ!-->!-->!-->…
ଧରାପଡ଼ିଲା ୬୦ କିଗ୍ରା ଓଜନର ମାଛ
ଭୋଗରାଇ,(ବି.ବି.ନୁ୍ୟଜ): ପଶ୍ଚିମବଙ୍ଗ ରାଜ୍ୟ ଦୀଘା ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ଜାଲରେ ଦୁଇଟି ତେଲିଆ ମାଛ ଧରାପଡ଼ିଥିଲା । ଦୁଇଟି!-->!-->!-->…
ମହିଳାଙ୍କ ବିକାଶରେ ପ୍ରମୁଖ ଭୂମିକା ନେବ ‘ମିସନ ଶକ୍ତି’
କେନ୍ଦ୍ରାପଡ଼,(ବି.ବି.ନୁ୍ୟଜ): ମିସନ ଶକ୍ତିର ଚେହେରା ବଦଳିଛି । ମିସନ ଶକ୍ତିକୁ ଏକ ନୂତନ ବିଭାଗରେ ପରିଣତ କରାଯାଇଛି ।!-->!-->!-->…
କଳିଙ୍ଗା ଘାଟିରେ ଓଲଟିଲା ତେଲ ବୋଝେଇ ଟ୍ରକ
ଜି.ଉଦୟଗିରି: କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍ । ଦୁର୍ଘଟଣା ଫଳରେ ଡ୍ରାଇଭର ଗାଡିରେ ଚାପି ହୋଇ ରହିଯାଇଥିଲା । ସୂଚନାଯୋଗ୍ୟ ଯେ,!-->!-->!-->…
ଭୀମସାରରେ ଛାତ୍ରଙ୍କୁ ର୍ୟାଙ୍ଗି ଅଭିଯୋଗ
ସମ୍ବଲପୁର : ଭିମସାରରେ ଛାତ୍ରଙ୍କୁ ର୍ୟାଗିିଙ୍ଗ ଅଭିଯୋଗ ହୋଇଛି । ବୁର୍ଲା ସ୍ଥିତ ବିର ସୁରେନ୍ଦ୍ର ସାଏ ହସ୍ପିଟାଲରେ କିଛି!-->!-->!-->…
ହାତୀ ଆତଙ୍କ ଖେଳାଇବା ସହ ଦୋକାନ ଘର ଭାଙ୍ଗିଲା
ଢେଙ୍କାନାଳ : ଓଡାପଡା ବ୍ଲକ୍ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନ ହଳଦିବାହାଳି ପାହାଡ ତଳେ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଗୋଟିଏ ମାଇ!-->!-->!-->…
ସମବାୟ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ
ଖୋର୍ଦ୍ଧା: ଆସୁନି ଟାର୍ଗେଟ୍ ଖୋଲୁନି ମଣ୍ଡି । ଆଉ ଏ ଭିତରେ ଦହଗଞ୍ଜ ହେଉଛନ୍ତି ଚାଷୀ । ନିଜ କଷ୍ଟ ଅର୍ଜିତ ଫସଲକୁ ସରକାର ଖୋଲିଥିବା!-->!-->!-->…
ଟ୍ରକ୍ ସହ ଡ୍ରାଇଭରଙ୍କୁ ଉଠାଇନେଲେ ଦୁର୍ବୃତ୍ତ
ସମ୍ବଲପୁର: ଗୋଶାଳା ନିକଟରୁ ଟ୍ରକ୍ ସହ ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗ । ଅପହରଣ ପରେ ଟ୍ରକ୍ ଡ୍ରାଇଭରଙ୍କୁ ଅଇଁଠାପାଲି ଛକରେ!-->!-->!-->…
ଖେଳିଲେ ନାଗ ନାଗୁଣୀ
ଚଣ୍ଡିଖୋଲ: ପବିତ୍ର ମହାଶିବରାତ୍ରୀ ଅବସରରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଜାଗରରେ ନାଗନାଗୁଣୀ ଖେଳ ଦେଖିବାକୁ ମିଳିଥିଲା!-->!-->!-->…
ଦୁର୍ଘଟଣାରୁ ବର୍ତ୍ତିଲେ ୯ ପର୍ଯ୍ୟଟକ
ବ୍ରହ୍ମପୁର: ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ୟ୍ୟଟକ । ଗୋପାଳପୁର ସମୁଦ୍ରରେ ଗୁରୁବାର ପ୍ଲେଇଂ ବୋଟ୍ ଓଲଟି ପଡିବା ଫଳରେ ୯ ଜଣ!-->!-->!-->…

