Browsing Category
ଓଡ଼ିଶା
ସହରକୁ ମାଡ଼ିଲା ଜଙ୍ଗଲ ନିଅାଁ
ରାୟଗଡ଼ା,(ବି.ବି.ନୁ୍ୟଜ): କେବଳ ପାହାଡ଼ ଉପରେ ନୁହେଁ ସହର ଭିତରକୁ ବର୍ତ୍ତମାନ ଜଙ୍ଗଲ ନିଅାଁ ମାଡ଼ି ଆସିଛି । ପତ୍ରଝଡ଼ା ସମୟରେ!-->!-->!-->…
ଶ୍ରୀମନ୍ଦିରରେ ଅଘଟଣ ::ସାତପାହାଚ ପାଖରେ ଟଳି ପଡ଼ିଲେ ଭକ୍ତ
ପୁରୀ,(ବି.ବି.ନୁ୍ୟଜ): ଶନିବାର ଶ୍ରୀମନ୍ଦିରରେ ୩ଟି ଅଘଟଣ ଘଟିଥିଲା । ଜଣେ ଭକ୍ତ ଦର୍ଶନ ସାରି ଫେରିବା ବେଳେ ସାତପାହାଚ ନିକଟ!-->!-->!-->…
ଆନ୍ଧ୍ର ଦଲାଲଙ୍କ କବଜାରେ ତେନ୍ତୁଳି
କୋରାପୁଟ,(ବି.ବି.ନୁ୍ୟଜ): ଜିଲ୍ଲାରେ ତେନ୍ତୁଳି ଅମଳ ଆରମ୍ଭରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି । ଆନ୍ଧ୍ର ଦଲାଲଙ୍କ କବଳରେ!-->!-->!-->…
ମହିଳା ଡାକ୍ତରଙ୍କୁ ଅସଦାଚରଣ: ଯୁବକ ଗିରଫ
ବାରିପଦା,(ବି.ବି.ନୁ୍ୟଜ): ମହଙ୍ଗା ପଡିଲା କର୍ତ୍ତବ୍ୟରତା ମହିଳା ଡାକ୍ତରଙ୍କ ପ୍ରତି ଅସଦାଚରଣ । ପୀଡ଼ିତା ଡାକ୍ତରଙ୍କ ଠାରୁ ଅଭିଯୋଗ!-->!-->!-->…
ବେଲେଶ୍ୱର ବେଳାଭୂମିରେ ବିରଳ ସମୁଦ୍ର ଝିଙ୍କ!
ପୁରୀ,(ବି.ବି.ନୁ୍ୟଜ): ବେଲେଶ୍ୱର ବେଳାଭୂମିରେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ କହୁଛନ୍ତି!-->!-->!-->…
କୂଅରୁ ମିଳିଲା ମା’ ଓ ଶିଶୁକନ୍ୟାର ଶବ
ମାଲକାନଗିରି,(ବି.ବି.ନୁ୍ୟଜ): ଗାଁ ମୁଣ୍ଡ କୂଅରୁ ମିଳିଛି ମା’ ଓ ୪ ବର୍ଷ ଶିଶୁକନ୍ୟାର ମୃତଦେହ । ଅଗ୍ନିଶମ କର୍ମଚାରୀ ପହଞ୍ଚି!-->!-->!-->…
ଧୂଅାଁମୟ ଭଞ୍ଜନଗର, ବଢୁଛି ତାପମାତ୍ରା
ଭଞ୍ଜନଗର, (ବି.ବି.ନୁ୍ୟଜ): ଭଞ୍ଜନଗର ନିକଟରେ ଜଳୁଛି ଜଙ୍ଗଲ । ଏଣୁ ସହରରେ ଏବେ ଏହି କାରଣରୁ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ!-->!-->!-->…
ଗାଁରେ କାମ ନାହିଁ, ସହରମୁହାଁ ଶ୍ରମିକ
ଜୟପୁର,(ବି.ବି.ନୁ୍ୟଜ): ‘ଗାଁରେ କାମ ନାହିଁ । ମନରେଗାରେ କାମ କଲେ ଠିକ୍ ସମୟରେ ମଜୁରି ମିଳୁନି । ବାଧ୍ୟ ହୋଇ ସହରକୁ ଆସିବାକୁ!-->!-->!-->…
ତେଲେଙ୍ଗାରେ ବନ୍ଧାପଡିଛନ୍ତି ବଲାଙ୍ଗୀର ଦାଦନ
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲାର କିଛି ଦାଦନ ଇଟା ଭାଟିରେ ବନ୍ଧା ପଡିଥିବା ଖବର ମିଳିଛି ।!-->!-->!-->…
ଟ୍ରାନ୍ସଫର୍ମର ପାଚେରୀକୁ ପିଟିଲା ଭ୍ୟାନ୍
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ସହର ମୀରା ଅଟୋ ଛକ ନିକଟରେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ ଥିବା!-->!-->!-->…

